ଗିରଫ ହେଲେ ବିଜେଡି ନେତା ଦିଲ୍ଲୀପ ନାୟକ । ୧୨ କୋଟି ୪୨ ଲକ୍ଷ ଟଙ୍କା ଠକେଇ ମାମଲାରେ ଦିଲ୍ଲୀପଙ୍କୁ ଗିରଫ କରିଛି EOW । ଜମିବାଡ଼ି ଠକେଇ ମାମଲାରେ ଦିଲ୍ଲୀପଙ୍କ ନାଁରେ ରହିଛି । ପଚରାଉଚରା ଓ କାଗଜପତ୍ର ଯାଂଚ ପରେ ଗିରଫ ହୋଇଛନ୍ତି ଦିଲ୍ଲୀପ ।
Published By: Manasranjan Mohanty
Last updated: 20 September 2025, 05:40 PM IST




