B

b

ମାଟିରେ ମିଶିଲା ହତ୍ୟା ଅଭିଯୁକ୍ତର ବ୍ୟାବସାୟିକ ପ୍ରତିଷ୍ଠାନ। ବିଲଡର ସସ୍ମିତ ବିଶ୍ବାଳ ଓରଫ ଚିନ୍ମୟ ହତ୍ୟାକାଣ୍ଡ ମାମଲାରେ କମିଶନରେଟ୍ ପୋଲିସ ନେଇଛି ବଡ଼ କାର୍ଯ୍ୟାନୁଷ୍ଠାନ।

author-image

EVICTION

EVICTION Photograph: (OTV)

ମାଟିରେ ମିଶିଲା ହତ୍ୟା ଅଭିଯୁକ୍ତର ବ୍ୟାବସାୟିକ ପ୍ରତିଷ୍ଠାନ। ବିଲଡର ସସ୍ମିତ ବିଶ୍ବାଳ ଓରଫ ଚିନ୍ମୟ ହତ୍ୟାକାଣ୍ଡ ମାମଲାରେ କମିଶନରେଟ୍ ପୋଲିସ ନେଇଛି ବଡ଼ କାର୍ଯ୍ୟାନୁଷ୍ଠାନ। ମାଟିରେ ମିଶାଇଛି ହତ୍ୟା ଅଭିଯୁକ୍ତର ବ୍ୟବସାୟ ପ୍ରତିଷ୍ଠାନ। ସରକାରୀ ଜମିରେ ରାସନ ଦୋକାନ ସହ ଫାଷ୍ଟ ଫୁଡ୍ ଦୋକାନ କରି ପତିଆରା ଜାହିର କରୁଥିଲା ମୁଖ୍ୟ ଅଭିଯୁକ୍ତ ଟୁଲୁ ମହାନ୍ତି। ମାମଲରେ ମୋଟ ୬ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଏବେବି ଏକାଧିକ ଅଭିଯୁକ୍ତ ଫେରାର୍ ଥିବା ବେଳେ ସେମାନଙ୍କୁ ଧରିବାକୁ ଚଢାଉ ଜାରି ରଖିଛି। ଗତ ଏପ୍ରିଲ ମାସରେ ଏୟାରଫିଲ୍ଡ ଥାନା ପଧାନସାହି ଖେଳ ପଡିଆ ନିକଟରେ ହୋଇଥିଲା ଯୋଜନାବଦ୍ଧ ହତ୍ୟାକାଣ୍ଡ….

ଧୂଳିସାତ୍ ହେଲା ହତ୍ୟା ଅଭିଯୁକ୍ତର ବ୍ୟାବସାୟିକ ପ୍ରତିଷ୍ଠାନ
ହତ୍ୟା ଅଭିଯୁକ୍ତ ଟୁଲୁ ମହାନ୍ତିର ଦୋକାନ ଘର ମାଟିରେ ମିଶିଲା
ବିଲଡର ସସ୍ମିତ ବିଶ୍ବାଳ ହତ୍ୟାକାଣ୍ଡର ଅଭିଯୁକ୍ତ ଟୁଲୁ
କମିଶନରେଟ୍ ପୋଲିସ ନେଇଛି ବଡ଼ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ବର ପଧାନସାହିରେ ଏପ୍ରିଲରେ ଘଟିଥିଲା ହତ୍ୟାକାଣ୍ଡ

Scroll to Top