Apollo Tyres ହେଲା ଭାରତୀୟ କ୍ରିକେଟ୍ ଟିମର ନୂଆ ଜର୍ସି ସ୍ପନସର, ଜାଣନ୍ତୁ ପ୍ରତି ମ୍ୟାଚ୍ କେତେ ଟଙ୍କା ଦେବ

apollo-tyres-ହେଲା-ଭାରତୀୟ-କ୍ରିକେଟ୍-ଟିମର-ନୂଆ-ଜର୍ସି-ସ୍ପନସର,-ଜାଣନ୍ତୁ-ପ୍ରତି-ମ୍ୟାଚ୍-କେତେ-ଟଙ୍କା-ଦେବ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ନୂଆ ଜର୍ସି ସ୍ପନସର କିଏ ହେବ, ତାହାକୁ ନେଇ ଜାରି ରହିଥିବା ସସପେନ୍ସ ଶେଷ ହୋଇଛି। ଆପୋଲୋ ଟାଇର୍ସ ଆନୁଷ୍ଠାନିକ ଭାବରେ ଭାରତୀୟ କ୍ରିକେଟ୍ ଦଳର ନୂଆ ଜର୍ସି ସ୍ପନସର ହୋଇଛି । ଆପୋଲୋ ଟାୟର୍ସ ନିଲାମ ପ୍ରକ୍ରିୟାରେ ବିଜୟୀ ହୋଇଛି । ପ୍ରତ୍ୟେକ ମ୍ୟାଚ୍ ପାଇଁ ବିସିସିଆଇକୁ ୪.୫ କୋଟି ଟଙ୍କା ଦେବ, ଯାହା ପୂର୍ବ ପ୍ରାୟୋଜକ ଡ୍ରିମ ୧୧ ଦ୍ୱାରା ଦିଆଯାଉଥିବା ୪ କୋଟି ଟଙ୍କାଠାରୁ ଅଧିକ । ଏହି ନୂଆ ଡିଲ୍ ୨୦୨୭ ପର୍ଯ୍ୟନ୍ତ ବଳବତ୍ତର ରହିବ ।

Scroll to Top