A

a

ଅପରେସନ୍ ସିନ୍ଦୂର କେବଳ ଟ୍ରେଲର ଥିଲା। ପିକଚର ଅଭି ବାକି ହୈ। ଏମିତି କହି ଆତଙ୍କୀର ଦେଶ ପାକିସ୍ତାନକୁ ସିଧା ସିଧା ସତର୍କବାଣୀ ଶୁଣାଇଛନ୍ତି ସେନା ମୁଖ୍ୟ। ଦିଲ୍ଲୀରେ ଚାଣକ୍ୟ ଡିଫେନ୍ସ ଡାଏଲଗରେ ଯୋଗ ଦେଇ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପାକିସ୍ତାନକୁ ପୁଣି ଥରେ ଚେତେଇ ଦେଇଛନ୍ତି।

author-image

PAK

PAK Photograph: (OTV)

ଅପରେସନ୍ ସିନ୍ଦୂର କେବଳ ଟ୍ରେଲର ଥିଲା। ପିକଚର ଅଭି ବାକି ହୈ। ଏମିତି କହି ଆତଙ୍କୀର ଦେଶ ପାକିସ୍ତାନକୁ ସିଧା ସିଧା ସତର୍କବାଣୀ ଶୁଣାଇଛନ୍ତି ସେନା ମୁଖ୍ୟ। ଦିଲ୍ଲୀରେ ଚାଣକ୍ୟ ଡିଫେନ୍ସ ଡାଏଲଗରେ ଯୋଗ ଦେଇ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପାକିସ୍ତାନକୁ ପୁଣି ଥରେ ଚେତେଇ ଦେଇଛନ୍ତି। ସେ କହିଛନ୍ତି, ଅପରେସନ ସିନ୍ଦୁର କେବଳ ଏକ ଟ୍ରେଲର ଥିଲା। ଯାହା ମାତ୍ର ୮୮ ଘଣ୍ଟା ଭିତରେ ଶେଷ ହୋଇଥିଲା। ଭବିଷ୍ୟତର ଯେକୌଣସି ପରିସ୍ଥିତି ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଯଦି ପାକିସ୍ତାନ ସୁଯୋଗ ଦିଏ, ପଡ଼ୋଶୀଙ୍କ ସହ କିଭଳି ବ୍ୟବହାର କରାଯାଏ ଶିକ୍ଷା ଦେବୁ ବୋଲି କହିଛନ୍ତି ସେନା ମୁଖ୍ୟ। ଏଥିସହ ପାକିସ୍ତାନକୁ ଆହୁରି କହିଥିଲେ, ଆମେ ଏତେ ଶକ୍ତିଶାଳୀ ଯେ କୌଣସି ପ୍ରକାରର ବ୍ଲାକମେଲକୁ ଭୟ କରୁନାହୁଁ। … 

ପାକିସ୍ତାନକୁ ସେନା ମୁଖ୍ୟଙ୍କ ସିଧା ଚେତାବନୀ
‘ଅପରେସନ ସିନ୍ଦୂର ଟ୍ରେଲର ଥିଲା, ପୂରା ଫିଲ୍ମ ବାକି’
‘୮୮ ଘଣ୍ଟାର ଅପରେସନ ସିନ୍ଦୂର କେବଳ ଟ୍ରେଲର ଥିଲା’
‘ଯଦି କେହି ଆତଙ୍କୀଙ୍କୁ ପ୍ରୋତ୍ସାହିତ କରେ, କଡ଼ା ଜବାବ ଦେବୁ’
‘ଭାରତୀୟ ସେନା ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ’
‘ସୁଯୋଗ ଦେଲେ ପଡ଼ୋଶୀକୁ କିଭଳି ବ୍ୟବହାର କରାଯାଏ ଶିକ୍ଷା ଦେବୁ’
ସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀଙ୍କ ସତର୍କବାଣୀ

Scroll to Top