ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ ଗେଟ୍, ଇନ୍‌ଫ୍ଲୋ ବଢ଼ିବାରୁ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି

ଖୋଲିଲା-ହୀରାକୁଦ-ଜଳଭଣ୍ଡାରର-ଆଉ-୪-ଗେଟ୍,-ଇନ୍‌ଫ୍ଲୋ-ବଢ଼ିବାରୁ-ଡ୍ୟାମ୍-କର୍ତ୍ତୃପକ୍ଷଙ୍କ-ନିଷ୍ପତ୍ତି

ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ ଗେଟ୍, ଇନ୍‌ଫ୍ଲୋ ବଢ଼ିବାରୁ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି

Published By : Prameya-News7 Bureau | August 24, 2025 IST

ସମ୍ବଲପୁର ୨୪।୮: ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍ । ପୂର୍ବରୁ ୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଥିବା ବେଳେ ବର୍ତ୍ତମାନ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି । ୪ଟି ଗେଟ୍ ଖୋଲିବା ପରେ ବାମ ପାର୍ଶ୍ବର ୮ଟି ଓ ଡାହାଣ ପାର୍ଶ୍ବର ୮ଟି ଗେଟ୍ ଖୋଲା ରହିଛି । ଉପରେ ମୁଣ୍ଡରେ ବର୍ଷା ଫଳରେ ଇନଫ୍ଲୋ ବଢିବାରୁ ଡ୍ୟାମ୍‌ କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଛନ୍ତି । ରବିବାର ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୯୮ ହଜାର ୪୭୮ କ୍ୟୁସେକ୍ ପାଣି ପ୍ରବେଶ କରୁଥିବା ବେଳେ ଜଳସ୍ତର ବୃଦ୍ଧି ପାଇ ୬୨୧.୬୫ ଫୁଟରେ ପହଞ୍ଚିଛି ।

You Can Read:

ସୁବର୍ଣ୍ଣରେଖାରେ ଛୋଟରୁ ମଧ୍ୟମ ଏବଂ ବୈତରଣୀରେ ଛୋଟ ଧରଣର ବନ୍ୟା, ବିପଦ ସଂକେତ ଉପରେ ବନ୍ୟାଜଳ

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top