Today Panchang 23 August 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ….

today-panchang-23-august-2025:-ଆଜିର-ପଞ୍ଚାଙ୍ଗ,-ଜାଣନ୍ତୁ-ଶୁଭ-ଅଶୁଭ-ସମୟ….

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀ ୨୩ ତାରିଖ ଶନିବାର । ଚନ୍ଦ୍ର- ସିଂହ ଅହୋରାତ୍ର । ତିଥି – ଅମାବାସ୍ୟା ଦିବା ୧୧.୩୬ ଗତେ ପ୍ରତିପଦ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର । ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ – ୧ପାଦ – କୃଷିହାନି-ଭୂମିଦାନ

Deepak Acharya

  • Published: Saturday, 23 August 2025
  • Last updated: 23 August 2025, 08:23 AM IST

PanchangaCredit: OTV

Panchanga

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀ ୨୩ ତାରିଖ ଶନିବାର । ଚନ୍ଦ୍ର- ସିଂହ ଅହୋରାତ୍ର । ତିଥି – ଅମାବାସ୍ୟା ଦିବା ୧୧.୩୬ ଗତେ ପ୍ରତିପଦ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର । ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ – ୧ପାଦ – କୃଷିହାନି-ଭୂମିଦାନ

ଶୁଭ ସମୟ-

ଦିବା – ୧୦.୧୫ ରୁ ୦୧.୦୪

Also Read

ରାତ୍ରି – ୦୮.୨୩ ରୁ ୧୦.୪୦

ରାତ୍ରି – ୧୨.୧୨ ରୁ ୦୧.୪୩

ରାତ୍ରି – ୦୨.୨୯ ରୁ ୦୪.୦୧

ଅଶୁଭ ସମୟ –

ରାହୁକାଳ – ଦିବା ୦୮.୪୦ ରୁ ୧୦.୧୫

କାଳବେଳା – ପ୍ରାତଃ ୦୫.୩୨ ରୁ ୦୭.୦୬ ଓ ଦିବା ୦୪.୩୧ ରୁ ୦୬.୦୫

ବାରବେଳା- ଦିବା ୦୧.୨୩ ରୁ ୦୨.୫୭

କାଳରାତ୍ରି- ସନ୍ଧ୍ୟା ୦୬.୦୫ ରୁ ୦୭.୩୧ ଓ ରାତ୍ରି ୦୪.୦୭ ରୁ ୦୫.୩୨

ଓଟିଭି ବିଜ୍ଞାପନ

Scroll to Top