ପ୍ରଥମରୁ ଯୁକ୍ତ ୨ ଯାଏଁ ଛାତ୍ରଛାତ୍ରୀଙ୍କୁ ମାଗଣା ବସ୍ ସେବା, ୟୁନିଫର୍ମ ଏବଂ ଆଇ-କାର୍ଡ ଦେଖାଇବା ଯାଇପାରିବେ

ପ୍ରଥମରୁ-ଯୁକ୍ତ-୨-ଯାଏଁ-ଛାତ୍ରଛାତ୍ରୀଙ୍କୁ-ମାଗଣା-ବସ୍-ସେବା,-ୟୁନିଫର୍ମ-ଏବଂ-ଆଇ-କାର୍ଡ-ଦେଖାଇବା-ଯାଇପାରିବେ

ପ୍ରଥମରୁ ଯୁକ୍ତ ୨ ଯାଏଁ ଛାତ୍ରଛାତ୍ରୀଙ୍କୁ ମାଗଣା ବସ୍ ସେବା, ୟୁନିଫର୍ମ ଏବଂ ଆଇ-କାର୍ଡ ଦେଖାଇବା ଯାଇପାରିବେ

Published By : Prameya-News7 Bureau | August 22, 2025 IST

ଭୁବନେଶ୍ବର ୨।୮: ଏଣିକି ଛାତ୍ରଛାତ୍ରୀ ମାନେ ମାଗଣାରେ ଯିବା ଆସିବା କରିବେ । ମୁଖ୍ୟମନ୍ତ୍ରୀ ବସ୍ ସେବା ମାଧ୍ୟମରେ ପ୍ରଥମରୁ ଯୁକ୍ତ ୨ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ମାଗଣାରେ ଯିବା ଆସିବ କରିବେ । ଯିବା ଆସିବା ସମୟରେ ୟୁନିଫର୍ମ ଏବଂ ଆଇ-କାର୍ଡ ଦେଖାଇ ମାଗଣାରେ ଯାଇପାରିବେ ଛାତ୍ରଛାତ୍ରୀ । ଗୁରୁବାର ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।

ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ନଥିବା ସ୍ୱୀକାର କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ଭିତ୍ତିଭୂମି ଉନ୍ନତି ପାଇଁ ସରକାର ଗୁରୁତ୍ବ ଦେବେ । ଆଗାମୀ ଦିନରେ ସୁଧାର ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ବି  ଆଲୋଚନା ହୋଇଛି । ଯେଉଁଠି ଅବ୍ୟବସ୍ଥା ରହିଛି ଅତିରିକ୍ତ ଘର ନିର୍ମାଣ ସହ ମରାମତି କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

You Can Read:

ଶ୍ରୀମନ୍ଦିର ଉପରକୁ ଚଢ଼ିବାକୁ ଜଣେ ବ୍ୟକ୍ତିଙ୍କ ଉଦ୍ୟମ, ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top