ଭୋଜି କରିବାକୁ ଆସି ପାଓ୍ବାର କେନାଲରେ ବୁଡ଼ିଗଲେ, ଛାତ୍ରଙ୍କୁ ଖୋଜୁଛି ଅଗ୍ନିଶମ ବାହିନୀ

ଭୋଜି-କରିବାକୁ-ଆସି-ପାଓ୍ବାର-କେନାଲରେ-ବୁଡ଼ିଗଲେ,-ଛାତ୍ରଙ୍କୁ-ଖୋଜୁଛି-ଅଗ୍ନିଶମ-ବାହିନୀ

ଭୋଜି କରିବାକୁ ଆସି ପାଓ୍ବାର କେନାଲରେ ବୁଡ଼ିଗଲେ, ଛାତ୍ରଙ୍କୁ ଖୋଜୁଛି ଅଗ୍ନିଶମ ବାହିନୀ

Published By: Ruby – Prameya-News7 Bureau | June 07, 2026 03:50 PM

NEWS7

Sambampur News

ସମ୍ବଲପୁର ୭।୬: ସମ୍ବଲପୁର ବୁର୍ଲା ପାୱାର କେନାଲ ସ୍ଥିତ ୧୮ ହଜାରରେ ବୁଡି ଛାତ୍ର ନିଖୋଜ l ଭୋଜି କରିବାକୁ ଆସି ଗଭୀର ପାଣିରେ ବୁଡ଼ିଗଲେ ଛାତ୍ର l ନିଖୋଜ ଛାତ୍ର ଜଣକ ସୁକାନ୍ତ ପାଢ଼ୀଙ୍କ ପୁଅ ଅଙ୍କିତ ପାଢ଼ୀ ଘଟଣାସ୍ଥଳରେ ପହଞ୍ଚିଲା ଅଗ୍ନିଶମ ବାହିନୀ । ନିଖୋଜ ଯୁବକଙ୍କୁ ଖୋଜାଖୋଜି ଜାରି ରଖିଛି ଅଗ୍ନିଶମ ବାହିନୀ କର୍ମଚାରୀ । ପାଣି ଅଧିକ ଥିବାରୁ ଖୋଜିବାରେ ସମସ୍ୟା ସୃଷ୍ଟି ହେଉଥିବା ଜଣାପଡିଛି l ସମ୍ବଲପୁର ସହଯୋଗନଗରରୁ କିଛି ଛାତ୍ର ଭୋଜି କରିବା ପାଇଁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି l

Also Read:- ସୌମ୍ୟଙ୍କ ମୌଜପୁର ଘରେ କ୍ରାଇମବ୍ରାଞ୍ଚ ଟିମ୍ ; ଜବତ କରିବ ବିଭିନ୍ନ ତଥ୍ୟ ପ୍ରମାଣ 

Scroll to Top