Bhojpuri:ଭୋଜପୁରୀର ସବୁଠୁ ମହଙ୍ଗା ହିରୋଇନ, ସବୁଜ ରଙ୍ଗର ଶାଢ଼ି ପିନ୍ଧିକି ଆସିଲେ…ଫ୍ୟାନ୍ସ କହିଲେ

bhojpuri:ଭୋଜପୁରୀର-ସବୁଠୁ-ମହଙ୍ଗା-ହିରୋଇନ,-ସବୁଜ-ରଙ୍ଗର-ଶାଢ଼ି-ପିନ୍ଧିକି-ଆସିଲେ…ଫ୍ୟାନ୍ସ-କହିଲେ

ସେ ନିଜର ଶାଢ଼ିର କାନିକୁ ପବନରେ ଉଡ଼ାଇ ପବନର ମଜା ନେଉଥିବା ମଧ୍ୟ ଦେଖିବାକୁ ମିଳିଛି । ତାଙ୍କର ଏହି ଲୁକ୍ କେବଳ ତାଙ୍କର ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କରୁନି ବରଂ ସେ କେତେ ଷ୍ଟାଇଲିଷ୍ଟ ତାହା ବି ଦର୍ଶାଉଛି ।

ଯେତେବେଳେ ଭୋଜପୁରୀ ଫିଲ୍ମର ସୁନ୍ଦରୀ ଅଭିନେତ୍ରୀଙ୍କ ବିଷୟରେ କଥା ପଡେ ସେତେବେଳେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯାହାଙ୍କ ନାଁ ନନେଲେ ଆଲୋଚନା ଶେଷ ହୁଏନି ବା ଅଧୁରା ରହିଯାଏ । କାରଣ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଉଚ୍ଚ ସ୍ଥାନକୁ ନେବାରେ ଏମାନଙ୍କର ମଧ୍ୟ ଯୋଗଦାନ ରହିଛି। ଏପରି ଜଣେ ଅଭିନେତ୍ରୀ ହେଉଛନ୍ତି ଅକ୍ଷରା ସିଂହ, ଯିଏ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରୀର ସବୁଠାରୁ ଅଧିକ ପାରିଶ୍ରମିକ ପାଉଥିବା ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ।

ଭୋଜପୁରୀ ଫିଲ୍ମର ଅଭିନେତ୍ରୀ ଅକ୍ଷରା ସିଂହ ନିଜର ଦମଦାର ଅଭିନୟ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ସେ ପ୍ରାୟତଃ ନିଜର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି। ବୁଧବାର ଅକ୍ଷରା ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ସେ ସବୁଜ ରଙ୍ଗର ଶାଢ଼ୀରେ ଅତ୍ୟନ୍ତ ସୁନ୍ଦର ଦେଖାଯାଉଛନ୍ତି। ଏହି ଭିଡିଓରେ ତାଙ୍କର ହସ ଦେଖି ପ୍ରଶଂସକମାନେ ତାଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି।

ଭିଡିଓରେ ଅକ୍ଷରାଙ୍କର ଆକର୍ଷଣୀୟ ଲୁକ୍, ଅଳ୍ପ ହସ ଏବଂ ଷ୍ଟାଇଲିସ୍ ପୋଜ୍ ପ୍ରଶଂସକଙ୍କୁ ଆକର୍ଷିତ କରୁଛି। ସେ ଶାଢ଼ିରେ ଭିନ୍ନ ଭିନ୍ନ ଅନ୍ଦାଜରେ ଭିଡିଓ ଶୁଟ୍ କରିଛନ୍ତି। କେତେବେଳେ ସେ ସମ୍ମୁଖରୁ ଚାଲି ଆସୁଥିବା ଦେଖାଯାଉଛନ୍ତି, ତ କେତେବେଳେ ଗଛ ପଛରୁ ପୋଜ୍ ଦେଉଛନ୍ତି।

Also Read

ସେ ନିଜର ଶାଢ଼ିର କାନିକୁ ପବନରେ ଉଡ଼ାଇ ପବନର ମଜା ନେଉଥିବା ମଧ୍ୟ ଦେଖାଯାଉଛନ୍ତି। ତାଙ୍କର ଏହି ଲୁକ୍ କେବଳ ତାଙ୍କର ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କରୁନି ବରଂ ସେ କେତେ ଷ୍ଟାଇଲିଷ୍ଟ ତାହା ବି ଦର୍ଶାଉଛି ।

ତାଙ୍କର ଏହି ପୋଷ୍ଟ ଉପରେ ପ୍ରଶଂସକଙ୍କର ପ୍ରତିକ୍ରିୟା ଆସୁଛି। ଅନେକ ତାଙ୍କର ଲୁକ୍‌ର ପ୍ରଶଂସା କରୁଛନ୍ତି, ଆଉ କେତେକ ତାଙ୍କ ଲେଖା କ୍ୟାପସନକୁ ହୃଦୟରୁ ଅନୁଭବ କରି ମନ୍ତବ୍ୟ କରୁଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି, “ତୁମ ଆଖିରେ ଲୁଚି ରହିଥିବା ଦୁଃଖ ସ୍ପଷ୍ଟ ଦେଖାଯାଉଛି, କିନ୍ତୁ ଯେଉଁ ସାହସରେ ତୁମେ ହସୁଛ ତାହା ପ୍ରଶଂସା ଯୋଗ୍ୟ

ଅଭିନେତ୍ରୀ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍ ବିବାଦରେ ରହିଛନ୍ତି। ତାଙ୍କର ନାମ ଭୋଜପୁରୀ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ପବନ ସିଂହଙ୍କ ସହ ଯୋଡ଼ା ହୋଇଛି। ଏକ ସମୟ ଥିଲା ଯେତେବେଳେ ଉଭୟଙ୍କର ସମ୍ପର୍କ ଚର୍ଚ୍ଚାରେ ଥିଲା, କିନ୍ତୁ ସମୟ ସହ ଏହି ସମ୍ପର୍କ ତିକ୍ତତାରେ ପରିଣତ ହେଲା। ବିଚ୍ଛେଦ ପରେ ଅକ୍ଷରା ପବନ ସିଂହଙ୍କ ଉପରେ ଶାରୀରିକ ଓ ମାନସିକ ନିର୍ଯାତନା ଭଳି ଗମ୍ଭୀର ଅଭିଯୋଗ ଲଗାଇଥିଲେ, ଯାହାଦ୍ୱାରା ତାଙ୍କ ବ୍ୟକ୍ତିଗତ ଜୀବନରେ ବେଶ୍ ହଲଚଲ ହୋଇଥିଲା ।

Scroll to Top