Gold Rate: ଖୁସି ଖବର, କମିଲା ସୁନା ଓ ରୂପା ଦର

gold-rate:-ଖୁସି-ଖବର,-କମିଲା-ସୁନା-ଓ-ରୂପା-ଦର

ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୦୦,୧୫୦  ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ଦର ୯୧,୮୦୦ ଟଙ୍କା ହୋଇଛି ।

କମିଲା ସୁନା ଦର । ଗତ କାଲି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୦୦,୭୫୦  ଟଙ୍କା ଥିବା ବେଳେ ଆଜି ୬୦୦ ଟଙ୍କା କମି ୧,୦୦,୧୫୦  ଟଙ୍କା ହୋଇଛି । ୨୨ କ୍ୟାରେଟ ସୁନାର ମୂଲ୍ୟ ଗତ କାଲି ୯୨,୩୫୦  ଟଙ୍କା ଥିବା ବେଳେ ଆଜି ୫୫୦ ଟଙ୍କା କମି ୯୧,୮୦୦ ଟଙ୍କାରେ ପହଞ୍ଚିଛି । ଗତ କାଲି ୧୮ କ୍ୟାରେଟ ସୁନା ଦର ୭୫,୫୬୦ ଟଙ୍କା ଥିବା ବେଳେ ଆଜି ୪୫୦ ଟଙ୍କା କମି ୭୫,୧୧୦ ଟଙ୍କା ହୋଇଛି । 

ସେହିପରି ଭୁବନେଶ୍ୱରରେ ଗତ କାଲି ରୂପା ୧ କେଜି ପିଛା ୧,୨୬,୦୦୦ ଟଙ୍କା ଥିବା ବେଳେ ଆଜି ୧୦୦୦ ଟଙ୍କା କମି ୧,୨୫,୦୦୦ ଟଙ୍କାରେ ହୋଇଛି । 

ଜାଣନ୍ତୁ କେଉଁ ସହରରେ ସୁନା ମୂଲ୍ୟ କେତେ ରହିଛି:

Also Read

  • ଦିଲ୍ଲୀ: ୨୪ କ୍ୟାରେଟ ସୁନା- ୧,୦୦,୩୦୦  ଟଙ୍କା, ୨୨ କ୍ୟାରେଟ ସୁନା- ୯୧,୯୫୦ (୧୦ ଗ୍ରାମ ପିଛା)
  • ଚେନ୍ନାଇ: ୨୪ କ୍ୟାରେଟ ସୁନା- ୧,୦୦,୧୫୦  ଟଙ୍କା, ୨୨ କ୍ୟାରେଟ ସୁନା- ୯୧,୮୦୦ (୧୦ ଗ୍ରାମ ପିଛା)
  • ବେଙ୍ଗାଲୁରୁ: ୨୪ କ୍ୟାରେଟ ସୁନା- ୧,୦୦,୧୫୦  ଟଙ୍କା, ୨୨ କ୍ୟାରେଟ ସୁନା- ୯୧,୮୦୦ (୧୦ ଗ୍ରାମ ପିଛା)
  • ମୁମ୍ବାଇ: ୨୪ କ୍ୟାରେଟ ସୁନା- ୧,୦୦,୧୫୦  ଟଙ୍କା, ୨୨ କ୍ୟାରେଟ ସୁନା- ୯୧,୮୦୦ (୧୦ ଗ୍ରାମ ପିଛା)
  • କୋଲକାତା: ୨୪ କ୍ୟାରେଟ ସୁନା- ୧,୦୦,୧୫୦  ଟଙ୍କା, ୨୨ କ୍ୟାରେଟ ସୁନା- ୯୧,୮୦୦ (୧୦ ଗ୍ରାମ ପିଛା)

ଅଧିକ ପଢନ୍ତୁ: ମହଙ୍ଗା ହେଲା ସ୍ୱପ୍ନର ଘର ତିଆରି, SBI ବଢ଼ାଇଲା ହୋମ ଲୋନ୍ ସୁଧହାର

ଓଟିଭି ହ୍ଵାଟ୍ସଅପ

Scroll to Top