Today Panchang 20th August 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ….

today-panchang-20th-august-2025:-ଆଜିର-ପଞ୍ଚାଙ୍ଗ,-ଜାଣନ୍ତୁ-ଶୁଭ-ଅଶୁଭ-ସମୟ….

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀ ୨୦ ତାରିଖ ବୁଧବାର । ଚନ୍ଦ୍ର- ମିଥୁନ ସନ୍ଧ୍ୟା ୦୬.୩୫ ଗତେ କର୍କଟ । ତିଥି – ୧୨ଶୀ ଦିବା ୦୧.୫୮ ଗତେ ୧୩ଶୀ । ଘାତଚନ୍ଦ୍ର- କନ୍ୟା ରାଶିର ସନ୍ଧ୍ୟା ୦୬.୩୫ ପର୍ଯ୍ୟନ୍ତ । ଘାତବାର –  କର୍କଟ ରାଶିର । ପୁଷ୍କର ଦୋଷ – ୨ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୧.୫୮ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୧୨.୨୭ ପର୍ଯ୍ୟନ୍ତ ।

Chinmayee Sahoo

  • Published: Wednesday, 20 August 2025
  • Last updated: 20 August 2025, 09:10 AM IST

PanchangCredit: OTV

Panchang

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀ ୨୦ ତାରିଖ ବୁଧବାର । ଚନ୍ଦ୍ର- ମିଥୁନ ସନ୍ଧ୍ୟା ୦୬.୩୫ ଗତେ କର୍କଟ । ତିଥି – ୧୨ଶୀ ଦିବା ୦୧.୫୮ ଗତେ ୧୩ଶୀ । ଘାତଚନ୍ଦ୍ର- କନ୍ୟା ରାଶିର ସନ୍ଧ୍ୟା ୦୬.୩୫ ପର୍ଯ୍ୟନ୍ତ । ଘାତବାର –  କର୍କଟ ରାଶିର । ପୁଷ୍କର ଦୋଷ – ୨ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୧.୫୮ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୧୨.୨୭ ପର୍ଯ୍ୟନ୍ତ ।

ଶୁଭ ସମୟ-

ପ୍ରାତଃ – ୦୫.୩୧ ରୁ ୦୭.୧୨

Also Read

ଦିବା – ୧୦.୧୫ ରୁ ୧୧.୨୪
ଦିବା – ୦୧.୫୫ ରୁ ୦୫.୧୭
ସନ୍ଧ୍ୟା – ୦୬.୫୩ ରୁ ୧୦.୪୧
ରାତ୍ରି – ୦୧.୪୪ ରୁ ୦୨.୪୧
ରାତ୍ରି – ୦୪.୦୬ ରୁ ୦୫.୩୨

ଅଶୁଭ ସମୟ – 

ରାହୁକାଳ – ଦିବା ୧୧.୪୯ ରୁ ୦୧.୨୪
କାଳବେଳା – ଦିବା ୦୮.୪୦ ରୁ ୧୦.୧୫
ବାରବେଳା- ଦିବା ୧୧.୪୯ ରୁ ୦୧.୨୪
କାଳରାତ୍ରି- ରାତ୍ରି ୦୨.୪୧ ରୁ ୦୪.୦୬

ଓଟିଭି ହ୍ଵାଟ୍ସଅପ

Scroll to Top