ବିଏମ୍‌ସି ଅଫିସ୍‌ରେ ଖସିଲା ସିଲିଂ, ମେୟରଙ୍କ ଚାମ୍ବର ନିକଟରେ ଖସିଥିବା ସୂଚନା

ବିଏମ୍‌ସି-ଅଫିସ୍‌ରେ-ଖସିଲା-ସିଲିଂ,-ମେୟରଙ୍କ-ଚାମ୍ବର-ନିକଟରେ-ଖସିଥିବା-ସୂଚନା

ବିଏମ୍‌ସି ଅଫିସ୍‌ରେ ଖସିଲା ସିଲିଂ, ମେୟରଙ୍କ ଚାମ୍ବର ନିକଟରେ ଖସିଥିବା ସୂଚନା

Published By : Prameya-News7 Bureau | August 19, 2025 IST

ଭୁବନେଶ୍ବର ୧୯।୮: ଭୁବନେଶ୍ବର ମହାନଗର ନିଗମ କାର୍ଯ୍ୟାଳୟରେ ଅଘଟଣ । ଅଫିସ୍‌ ଭିତରେ ଖସିପଡିଲା ସିଲିଂ । ମେୟରଙ୍କ ଚାମ୍ବର ନିକଟରେ ସିଲିଂ ଖସିପଡ଼ିଥିବା ସୂଚନା ମିଳିଛି । ମଙ୍ଗଳବାର ସକାଳେ କାର୍ଯ୍ୟାଳୟରେ ସିଲିଂ ଖସି ପଡ଼ିଥିବା ଜଣାପଡ଼ିଛି । ତେବେ ଏଥିରେ କେହି ଆହତ ହୋଇ ନଥିବା ଜଣାପଡିଛି ।

You Can Read:

ସୁସ୍ଥ ଥିଲେ, ଡିସଚାର୍ଜ ହୋଇଥାନ୍ତେ ; ଭୁଲ୍ ଇଞ୍ଜେକସନ ନେଇଗଲା ଭରତଙ୍କ ଜୀବନ !

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    ସମ୍ବନ୍ଧିତ ଖବର

    Scroll to Top