ଏଥିରେ ରାଜ୍ୟ ପାଇଁ ୮୧୫ ଆସନ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୩୫ ଟି ଆସନ ସଂରକ୍ଷଣ ରହିବ। ଏହି ବିଲକୁ ସାଂସଦମାନଙ୍କୁ ଦିଆଯାଇ ସାରିଛି। ଏପ୍ରିଲ ୧୬ ରୁ ୧୮ ପର୍ଯ୍ୟନ୍ତ ହେଉଥିବା ସଂସଦର ଆଗାମୀ ସ୍ୱତନ୍ତ୍ର ଅଧିବେଶନରେ ଏହାକୁ ଆଗତ କରାଯିବ। ଏହା ଉପରେ ଚର୍ଚ୍ଚା କରାଯିବ।
Published By: abinash – Prameya-News7 Bureau | April 14, 2026 05:53 PM
NEWS7
Increase Lok Sabha Seats: ମହିଳା ସଂରକ୍ଷଣ ବିଲକୁ ଲାଗୁ କରିବା ଦିଗରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ଲୋକସଭା ଆସନ ସଂଖ୍ୟା ୫୪୩ରୁ ୮୫୦କୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ମଙ୍ଗଲବାର ପ୍ରସ୍ତାବ ଦେଇଛନ୍ତି। ଏଥିରେ ରାଜ୍ୟ ପାଇଁ ୮୧୫ ଆସନ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୩୫ ଟି ଆସନ ସଂରକ୍ଷଣ ରହିବ। ଏହି ବିଲକୁ ସାଂସଦମାନଙ୍କୁ ଦିଆଯାଇ ସାରିଛି। ଏପ୍ରିଲ ୧୬ ରୁ ୧୮ ପର୍ଯ୍ୟନ୍ତ ହେଉଥିବା ସଂସଦର ଆଗାମୀ ସ୍ୱତନ୍ତ୍ର ଅଧିବେଶନରେ ଏହାକୁ ଆଗତ କରାଯିବ। ଏହା ଉପରେ ଚର୍ଚ୍ଚା କରାଯିବ।




