ଖରାଦିନେ ବିଲ୍ ବାକିଥିଲେ ବି କଟିବନି ବିଦ୍ୟୁତ୍, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ନିର୍ଦ୍ଦେଶ

ଖରାଦିନେ-ବିଲ୍-ବାକିଥିଲେ-ବି-କଟିବନି-ବିଦ୍ୟୁତ୍,-ଉପମୁଖ୍ୟମନ୍ତ୍ରୀ-କନକବର୍ଦ୍ଧନ-ସିଂହଦେଓଙ୍କ-ନିର୍ଦ୍ଦେଶ

ଖରାଦିନେ ବିଲ୍ ବାକିଥିଲେ ବି କଟିବନି ବିଦ୍ୟୁତ୍, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ନିର୍ଦ୍ଦେଶ

Published By: Chikun – Prameya-News7 Bureau | April 13, 2026 10:51 PM

NEWS7

Electricity connection won't cut off even if electricity bill is outstanding.

ଭୁବନେଶ୍ବର: ଇଲେକ୍ଟ୍ରି ବିଲ୍ ବାକିଥିଲେ ବି କଟିବନି ବିଦ୍ୟୁତ ସଂଯୋଗ। ଗ୍ରୀଷ୍ମରୁ ମୌସୁମୀ ଆସିବା ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବକେୟା କାରଣରୁ କଟିବନି ସଂଯୋଗ। ରାଜ୍ୟର ଘରୋଇ ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ଏଭଳି ଆଶ୍ବସ୍ତିକର ଘୋଷଣା କରିଛନ୍ତି ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଖରାକୁ ଦୃଷ୍ଟିରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାଦ୍ବାରା ବିଲ୍ ପୈଠ ନହୋଇଥିଲେ ବି ଡିସକମ୍ ଘରୋଇ ଉପଭୋକ୍ତାଙ୍କ ବିଦ୍ୟୁତ କାଟ୍ କରିପାରିବେନି। ସେହିଭଳି ଅଘୋଷିତ ଭାବରେ ବିଦ୍ୟୁତକାଟକୁ ଏଡ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ମରାମତି ଏବଂ ଆବଶ୍ୟକ ସ୍ଥଳେ ବିଦ୍ୟୁତକାଟ ପୂର୍ବରୁ ଗ୍ରାହକଙ୍କୁ ସୂଚନା ଦିଆଯିବ।

Scroll to Top