ପ୍ରସନ୍ନ ପ୍ରସାଦଙ୍କୁ ମିଳିଲା ଗୁରୁଦାୟିତ୍ୱ, VerSe Innovationର ହେଲେ ନୂଆ CPTO

ପ୍ରସନ୍ନ-ପ୍ରସାଦଙ୍କୁ-ମିଳିଲା-ଗୁରୁଦାୟିତ୍ୱ,-verse-innovationର-ହେଲେ-ନୂଆ-cpto

 ପ୍ରସନ୍ନ ପ୍ରସାଦଙ୍କୁ ମିଳିଲା ଗୁରୁଦାୟିତ୍ୱ । VerSe Innovation କମ୍ପାନୀର ନୂତନ ଚିଫ୍‌ ପ୍ରଡକ୍ଟ ଆଣ୍ଡ ଟେକ୍ନୋଲୋଜି ଅଫିସର ( CPTO) ଭାବେ ଦାୟିତ୍ୱ ସମ୍ଭାଳିବେ ପ୍ରସନ୍ନ ପ୍ରସାଦ

Published By: Kirti – Prameya-News7 Bureau | April 09, 2026 02:41 PM

NEWS7

prasana

ନୂଆଦିଲ୍ଲୀ ୦୯।୦୪ :  ପ୍ରସନ୍ନ ପ୍ରସାଦଙ୍କୁ ମିଳିଲା ଗୁରୁଦାୟିତ୍ୱ । VerSe Innovation କମ୍ପାନୀର ନୂତନ ଚିଫ୍‌ ପ୍ରଡକ୍ଟ ଆଣ୍ଡ ଟେକ୍ନୋଲୋଜି ଅଫିସର ( CPTO) ଭାବେ ଦାୟିତ୍ୱ ସମ୍ଭାଳିବେ ପ୍ରସନ୍ନ ପ୍ରସାଦ । କମ୍ପାନୀରେ ପ୍ରସନ୍ନ AI, ଡାଟା ସାଇନ୍ସ ଆଦି ବିଭିନ୍ନ ବିଭାଗର କାର୍ଯ୍ୟଭାର ସମ୍ଭାଳିବେ ।  

Scroll to Top