OSSTET Result Published: ପ୍ରକାଶ ପାଇଲା OSSTET ରେଜଲ୍ଟ, ପାସ୍ ହାର ୭୨.୩୮ ପ୍ରତିଶତ

osstet-result-published:-ପ୍ରକାଶ-ପାଇଲା-osstet-ରେଜଲ୍ଟ,-ପାସ୍-ହାର-୭୨.୩୮-ପ୍ରତିଶତ

OSSTET-୨୦୨୬ ରେଜଲ୍ଟ ପ୍ରକାଶ । ମୋଟ୍ ୭୨.୩୮ ପ୍ରତିଶତ ଆଶାୟୀ ଉତ୍ତୀର୍ଣ୍ଣ । ଅପରାହ୍ନ ୪ଟାରୁ ଓ୍ବେବସାଇଟ୍‌ରେ ଉପଲବ୍ଧ ହେବ ରେଜଲ୍ଟ ।

Published By: Ruby – Prameya-News7 Bureau | April 09, 2026 01:59 PM

NEWS7

OSSTET

କଟକ ୯।୪: ପ୍ରକାଶ ପାଇଲା OSSTET-୨୦୨୬ ରେଜଲ୍ଟ । ଏଥିରେ ୭୨.୩୮ ପ୍ରତିଶତ ଆଶାୟୀ ଉତ୍ତୀର୍ଣ୍ଣ ହୋଇଥିବା ନେଇ BSE ପକ୍ଷରୁ ସୂଚନା । ଅପରାହ୍ନ ୪ଟା ପରଠାରୁ ଓ୍ବେବସାଇଟ୍‌ରେ ମିଳିବ ରେଜଲ୍ଟ ।

ଗତ ଜାନୁଆରୀ ୨୧ ତାରିଖରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ୫୬ ହଜାର ୪୫୬ ପରୀକ୍ଷାର୍ଥୀ ପେପର-୧ ଓ ୨ ପରୀକ୍ଷା ଦେଇଥିଲେ । ଅପରାହ୍ନ ୪ଟା ପରଠୁ http://bseodisha.ac.inରେ ରେଜଲ୍ଟ ଉପଲବ୍ଧ ହେବ । ଅପରାହ୍ନ ୫ଟା ପରଠୁ ୱେବସାଇଟ୍‌ରୁ ସାର୍ଟିଫିକେଟ୍‌ ଡାଉନଲୋଡ୍‌ କରିହେବ । ଯେଉଁମାନେ ଉତ୍ତୀର୍ଣ୍ଣ ହୋଇ ନାହାନ୍ତି OMR ସିଟ୍‌ ଡାଉନଲୋଡ୍‌ କରିପାରିବେ ।

Also Read:- Puri Open drain claims another life: ଡ୍ରେନ୍‌କୁ କେମିତି ଆସିଲା ମୃତଦେହ, କେଉଁ ପରିସ୍ଥିତିରେ ହେଲା ମୃତ୍ୟୁ ?

​​​​​​​

Scroll to Top