Vigilance Raid : ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ମହାନ୍ତି ଗିରଫ, ବାବୁଙ୍କ ଘରୁ ମିଳିଛି ୬.୨୩ ଲକ୍ଷ ନଗଦ ଟଙ୍କା, ୧.୮୧ କୋଟିର ବ୍ୟାଙ୍କ ଜମା ଠାବ

vigilance-raid-:-ଅତିରିକ୍ତ-ମୁଖ୍ୟ-ଯନ୍ତ୍ରୀ-ରାଜେଶ-ମହାନ୍ତି-ଗିରଫ,-ବାବୁଙ୍କ-ଘରୁ-ମିଳିଛି-୬୨୩-ଲକ୍ଷ-ନଗଦ-ଟଙ୍କା,-୧.୮୧-କୋଟିର-ବ୍ୟାଙ୍କ-ଜମା-ଠାବ

Published By: Kirti – Prameya-News7 Bureau | April 09, 2026 12:21 PM

NEWS7

vigilance

ଭୁବନେଶ୍ୱର ୦୯।୦୪ : ଚାକିରୀ ସରକାରୀ, କାମ ବେସରକାରୀ । କଳାଧନରେ କଳାସାମ୍ରାଜ୍ୟ ଗଢିଥିଲେ ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତି । ଦୀର୍ଘ ସମୟରେ ଧରି ବିଭିନ୍ନ ସ୍ଥାନରେ ଚଢାଉ ପରେ ଭିଜିଲାନ୍ସ ମୁଖ୍ୟ ଯନ୍ତ୍ରୀ ରାଜେଶ ମହାନ୍ତିଙ୍କୁ ଗିରଫ କରିଛି । ଏହାସହିତ ଜବତ ହୋଇଥିବା ବିଭିନ୍ନ ସଂପତ୍ତିକୁ ସିଜ୍ କରିଛି ।

Scroll to Top