ବାଂଲାଦେଶ ରାଜନୀତିରେ ନୂଆ ହଲ୍ଚଲ୍, ପୂର୍ବତନ ବାଚସ୍ପତିଙ୍କୁ ଗିରଫ କଲା ପୋଲିସ
ବାଂଲାଦେଶର ପୂର୍ବତନ ବାଚସ୍ପତି ଗିରଫ । ପୂର୍ବତନ ବାଚସ୍ପତି ସିରିନ୍ ସର୍ମିନ ଚୌଧୁରୀଙ୍କୁ ନିଜ ବାସଭବନରୁ ବାନ୍ଧିଛି ଢାକା ପୋଲିସ ।
Published By: Kirti – Prameya-News7 Bureau | April 07, 2026 10:19 AM
NEWS7
ନୂଆଦିଲ୍ଲୀ ୦୭।୦୪ : ବାଂଲାଦେଶ ରାଜନୀତିରେ ନୂଆ ହଲ୍ଚଲ୍ । ବାଂଲାଦେଶର ପୂର୍ବତନ ବାଚସ୍ପତିଙ୍କୁ ଗିରଫ କରିଛି ପୋଲିସ । ପୂର୍ବତନ ବାଚସ୍ପତି ସିରିନ୍ ସର୍ମିନ ଚୌଧୁରୀଙ୍କୁ ନିଜ ବାସଭବନରୁ ବାନ୍ଧିଛି ଢାକା ପୋଲିସ । କେଉଁ ମାମଲାରେ ପୂର୍ବତନ ବାଚସ୍ପତିଙ୍କୁ ଗିରଫ କରାଯାଇଛି । ସେନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।




