ଗଙ୍ଗାରେ ସ୍ନାନ ବେଳେ ବୁଡ଼ିଗଲେ, ବଞ୍ଚାଇବାକୁ ଯାଇ ସାଙ୍ଗ ବି ଭାସିଗଲେ
ଛୁଟିରେ ଗଙ୍ଗା ସ୍ନାନ କରିବାକୁ ଯାଇଥିଲେ। ହେଲେ କିଏ ଜାଣିଥିଲା, କିଛି ସମୟର ଖୁସିରେ ଲାଗିଯିବ ଗ୍ରହଣ । ନଦୀରେ ଗାଧୋଇବା ବେଳେ ଭାସିଗଲେ ଦୁଇ ସାଙ୍ଗ ।
Published By: Kirti – Prameya-News7 Bureau | April 06, 2026 02:42 PM
NEWS7
ଗାଜିଆବାଦ ୦୬।୦୪: ଛୁଟିରେ ଗଙ୍ଗା ସ୍ନାନ କରିବାକୁ ଯାଇଥିଲେ। ହେଲେ କିଏ ଜାଣିଥିଲା, କିଛି ସମୟର ଖୁସିରେ ଲାଗିଯିବ ଗ୍ରହଣ । ନଦୀରେ ଗାଧୋଇବା ବେଳେ ଭାସିଗଲେ ଦୁଇ ସାଙ୍ଗ । ମୃତକ ମଧ୍ୟରେ ଗୁର୍ଗାଓଁର ଥିବା ଏକ ଆଇଟି କମ୍ପାନୀର ବରିଷ୍ଠ କର୍ମଚାରୀ ବ୍ରିଜେଶ କୁମାର ତ୍ରିପାଠୀ, ଏବଂ ସଚିନ ତ୍ୟାଗୀ ରହିଛି । ସଚିତ ରିୟଲ ଇଷ୍ଟେଟ୍ ବ୍ୟବସାୟ ସହିତ ଜଡିତ ଥିଲେ ।




