ପାକିସ୍ତାନ ମନ୍ତ୍ରୀଙ୍କ ବଡ଼ ଦାବି, କହିଲେ ୬ ଭାରତୀୟ ଫାଇଟର ଜେଟ୍ ଖସିଛି, ଭିଡ଼ିଓ ବି ଅଛି… ହେଲେ

ପାକିସ୍ତାନ-ମନ୍ତ୍ରୀଙ୍କ-ବଡ଼-ଦାବି,-କହିଲେ-୬-ଭାରତୀୟ-ଫାଇଟର-ଜେଟ୍-ଖସିଛି,-ଭିଡ଼ିଓ-ବି-ଅଛି…-ହେଲେ

ପାକିସ୍ତାନ ମନ୍ତ୍ରୀଙ୍କ ବଡ଼ ଦାବି, କହିଲେ ୬ ଭାରତୀୟ ଫାଇଟର ଜେଟ୍ ଖସିଛି, ଭିଡ଼ିଓ ବି ଅଛି… ହେଲେ

Published By : Prameya-News7 Bureau | August 18, 2025 IST

ନୂଆଦିଲ୍ଲୀ ୧୮।୦୮ : ମିଛ ପରେ ମିଛ । କଥା କହିଦେବା ଟା ଭାରି ସହଜ , ହେଲେ ପ୍ରମାଣ ଦେବା ବେଳକୁ ଚୁପ୍‌ । ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ଭାରତର ଜବାବ ପରେ ସୁଧୁରୁନି ପାକିସ୍ତାନ । ବିଶ୍ୱ ମଞ୍ଚରେ ଲଗାତର ଭାବେ କହିଚାଲୁଛି କଞ୍ଚା ମିଛ । ପୂର୍ବରୁ ଅନେକ ଥର ପାକିସ୍ତାନ କୁଆଡେ ଭାରତର ୫ଟି ଫାଇଟର ଜେଟ୍ ଖସାଇଥିବା ଦାବି କରିଆସିଥିଲା । ହେଲେ ପ୍ରମାଣ ମାଗିଲା ବେଳକୁ ପାକିସ୍ତାନ ମନ୍ତ୍ରୀ କହୁଛନ୍ତି ସୋସିଆଲ୍ ମିଡିଆରେ ଅଛି । ଏସବୁ ତ ପୁରୁଣା କଥା । ସଜସଜ ଆଉ ଏକ ପୁରୁଣା କଥା ନୂଆ ରଙ୍ଗ ନେଇ ଡାହା ମିଛ କହୁଛନ୍ତି ପାକିସ୍ତାନର ମନ୍ତ୍ରୀ । ଏମିତିକି ଭିଡ଼ିଓ ବି ମଗାଯାଇଥିଲେ । ଯାହାପରେ ମନ୍ତ୍ରୀ ମହାଶୟଙ୍କ ପାଟି ଚୁପ୍‌ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top