Chandan Yatra: ପବିତ୍ର ଚନ୍ଦନ ଯାତ୍ରା ପ୍ରସ୍ତୁତି : ନରେନ୍ଦ୍ର ସରୋବରରୁ କଢ଼ାଗଲା ଡଙ୍ଗା, ଚାପ ଖେଳିବେ ମହାପ୍ରଭୁ

chandan-yatra:-ପବିତ୍ର-ଚନ୍ଦନ-ଯାତ୍ରା-ପ୍ରସ୍ତୁତି-:-ନରେନ୍ଦ୍ର-ସରୋବରରୁ-କଢ଼ାଗଲା-ଡଙ୍ଗା,-ଚାପ-ଖେଳିବେ-ମହାପ୍ରଭୁ

Published By: Ruby – Prameya-News7 Bureau | April 02, 2026 10:52 AM

NEWS7

Chandan Yatra

ପୁରୀ ୨।୪: ଆସନ୍ତା ୨୦ ତାରିଖରେ ପବିତ୍ର ଚନ୍ଦନ ଯାତ୍ରା । ନରେନ୍ଦ୍ର ସରୋବରରୁ ବାହାରିଲା ୫ଟି ଡଙ୍ଗା । ନନ୍ଦା, ଭଦ୍ରା, ବୈଜୟନ୍ତୀ,ବିମଳା ଓ ମଙ୍ଗଳା୫ଟି ଡଙ୍ଗା କଢ଼ାଯାଇଛି । ଡଙ୍ଗାରେ ଚାପ ଖେଳିବେ ମହାପ୍ରଭୁ ଶ୍ରୀଜଗନ୍ନାଥ । ପାଣି ଭିତରେ ପୋତା ହୋଇଥିବା ଡଙ୍ଗା କାଢ଼ିଛନ୍ତି ଭୋଇ ସେବକ ।

Scroll to Top