Published By: Ruby – Prameya-News7 Bureau | April 01, 2026 09:45 AM
NEWS7
କଟକ ୧।୪: କଟକ ବିଜେଡିକୁ ଝଟ୍କା । ଦଳ ଛାଡ଼ିଲେ ଜିଲ୍ଲା ମହିଳା କାର୍ଯ୍ୟକାରୀ ସଭାପତି । ମହିଳା କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣିମା ସିଂଙ୍କ ଇସ୍ତଫା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଲେ ଇସ୍ତଫା ପତ୍ର । ଦଳ ମୂଳ ବିଚାରଧାରାରୁ ଦୂରେଇ ଯାଇଥିବା ଇସ୍ତଫାପତ୍ରରେ ଉଲ୍ଲେଖ । ଦଳ ପ୍ରତି ସମର୍ପଣ ଭାବର କିଛି ମୂଲ୍ୟ ନାହିଁ; କର୍ମୀଙ୍କୁ ଅଣଦେଖା ହେଉଛି । ଦଳ ପାଇଁ ସତ କହିଲେ ଅପରାଧୀ ବୋଲି କୁହାଯାଉଛି ।
Tags: prameyanews7




