ତମାଣ୍ଡୋ ଥାନା ଅଞ୍ଚଳରେ ବୀଭତ୍ସକାଣ୍ଡ, ଷ୍ଟେସନରେ ଛାଡ଼ି ଦେବାକୁ କହି ୨ ଦୁର୍ବୃତ୍ତଙ୍କ ଗଣଦୁଷ୍କର୍ମ

ତମାଣ୍ଡୋ-ଥାନା-ଅଞ୍ଚଳରେ-ବୀଭତ୍ସକାଣ୍ଡ,-ଷ୍ଟେସନରେ-ଛାଡ଼ି-ଦେବାକୁ-କହି-୨-ଦୁର୍ବୃତ୍ତଙ୍କ-ଗଣଦୁଷ୍କର୍ମ

ତମାଣ୍ଡୋ ଥାନା ଅଞ୍ଚଳରେ ବୀଭତ୍ସକାଣ୍ଡ, ଷ୍ଟେସନରେ ଛାଡ଼ି ଦେବାକୁ କହି ୨ ଦୁର୍ବୃତ୍ତଙ୍କ ଗଣଦୁଷ୍କର୍ମ

ଷ୍ଟେସନରେ ଛାଡ଼ିବା ଆଳ ଦେଖାଇ ମହିଳାଙ୍କ ସହ ଗଣଦୁଷ୍କର୍ମ । ତମାଣ୍ଡୋ ଥାନା ଅଞ୍ଚଳରେ ବୀଭତ୍ସକାଣ୍ଡ । ପଶ୍ଚିମବଙ୍ଗର ଜଣେ ମହିଳାଙ୍କ ସହ ଜଘନ୍ୟକାଣ୍ଡ ଘଟାଇଛନ୍ତି ଦୁର୍ବୃତ୍ତ ।

Published By: Ruby – Prameya-News7 Bureau | March 30, 2026 12:57 PM

NEWS7

Bhubaneswar News

ଭୁବନେଶ୍ବର ୩୦।୩: ରାଜଧାନୀରେ ଗଣଦୁଷ୍କର୍ମ ଅଭିଯୋଗ । ଷ୍ଟେସନରେ ଛାଡ଼ିବା ଆଳ ଦେଖାଇ ମହିଳାଙ୍କ ସହ ଗଣଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ତମାଣ୍ଡୋ ଥାନା ଅଞ୍ଚଳରେ ଘଟିଛି ବୀଭତ୍ସକାଣ୍ଡ । ସାହାରା ଦେବାକୁ କହି ପଶ୍ଚିମବଙ୍ଗର ଜଣେ ମହିଳାଙ୍କ ସହ ଜଘନ୍ୟକାଣ୍ଡ ଘଟାଇଛନ୍ତି ଦୁର୍ବୃତ୍ତ । ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ।

ତେବେ ଅଭିଯୁକ୍ତଙ୍କୁ କାବୁ କରିବା ସହ ଆଜି କୋର୍ଟଚାଲାଣ କରିଛି ପୋଲିସ । ୨ ଅଭିଯୁକ୍ତଙ୍କୁ ସୋମବାର କୋର୍ଟଚାଲାଣ କରିଛି ତମାଣ୍ଡୋ ଥାନା ପୋଲିସ ।

Scroll to Top