CM Delhi Visit: ବିଜେପି ସାଂସଦ ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା

cm-delhi-visit:-ବିଜେପି-ସାଂସଦ-ମାନଙ୍କୁ-ଭେଟିଲେ-ମୁଖ୍ୟମନ୍ତ୍ରୀ,-ରାଜ୍ୟର-ବିଭିନ୍ନ-ପ୍ରସଙ୍ଗରେ-ଆଲୋଚନା

Published By: Ruby – Prameya-News7 Bureau | March 30, 2026 10:33 AM

NEWS7

CM

ନୂଆଦିଲ୍ଲୀ ୩୦।୩: ଦିଲ୍ଲୀରେ ବିଜେପି ସାଂସଦ ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟର ବିଭିନ୍ନ ବିଷୟରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ସେହିଭଳି ସାଂସଦ ମାନେ ମଧ୍ୟ ନିଜ ନିଜ ନିର୍ବାଚନ ମଣ୍ଡଳୀ ବିଷୟରେ ଚର୍ଚ୍ଚା ଆଲୋଚନା କରିଛନ୍ତି ।

ଗତ ଶନିବାର ଠାରୁ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଅଛନ୍ତି ।

Scroll to Top