NCERT ପୁସ୍ତକରେ ସବରକରଙ୍କୁ ଗୁରୁତ୍ୱ, ବିରୋଧ କଲା କଂଗ୍ରେସ

ncert-ପୁସ୍ତକରେ-ସବରକରଙ୍କୁ-ଗୁରୁତ୍ୱ,-ବିରୋଧ-କଲା-କଂଗ୍ରେସ

Published By : Prameya-News7 Bureau | August 17, 2025 IST

ଭୁବନେଶ୍ବର ୧୭।୮: NCERT ପୁସ୍ତକରେ ଦୁଇଟି ନୂଆ ମଡେଲ ଜାରି କରାଯାଇଛି । ଏଥିରେ ମହାତ୍ମା ଗାନ୍ଧୀଙ୍କୁ ଗୌନ କରାଯାଇ ସବରକରଙ୍କୁ ଗୁରୁତ୍ୱ ଦିଆଯାଇଛି । ଏହାକୁ ଆମେ ବିରୋଧ କରୁଛୁ ବୋଲି କଂଗ୍ରେସ ନେତା କହିଛନ୍ତି । 

କଂଗ୍ରେସ ମିଡିଆ ମେଡ଼ିଆ ସେଲ୍ ଅଧ୍ୟକ୍ଷ ଅରବିନ୍ଦ ଦାଶ, କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି ପ୍ରେସମିଟ୍ କରି ଏହାକୁ ବିରୋଧ କରିଛନ୍ତି । କେତେ ଦିନ ଏଭଳି ପ୍ରହସନ ଚାଲିବ ବୋଲି କଂଗ୍ରେସ କହିଛି । ଯିଏ ପେନସନ ନେଇ ବ୍ରିଟିଶଙ୍କୁ ସହଯୋଗ କରୁଥିଲେ ତାଙ୍କୁ ଅନେକ ସ୍ୱାଧୀନତା ସଂଗ୍ରାମ ଠାରୁ ଉଚ୍ଚରେ ରଖାଯାଉଛି । ଏହା ଅତ୍ୟନ୍ତ ଦୁଃଖଦାୟକ । ଦେଶର ଇତିହାସକୁ କଦର୍ଯ୍ୟ କରାଯାଇଛି । ଏ ଦେଶ ଏଭଳି ଅକ୍ଷମଣୀୟ ଭୁଲ୍ ପାଇଁ ବିଜେପିକୁ କେବେ କ୍ଷମା ଦେବନାହିଁ ।

You Can Read:

ଲୋକଙ୍କ ପାଇଁ କାମ କରିବାକୁ କଂଗ୍ରେସ ପ୍ରାର୍ଥୀଙ୍କୁ ଟାର୍ଗେଟ୍, ପ୍ରତି ମାସରେ ଦେବେ ରିପୋର୍ଟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top