Tragedy in Balasore: ବୋଟ୍‌ରୁ ବିଷାକ୍ତ ଗ୍ୟାସ ନିର୍ଗତ, ଚାଲିଗଲା ୨ ଜଣଙ୍କ ଜୀବନ

tragedy-in-balasore:-ବୋଟ୍‌ରୁ-ବିଷାକ୍ତ-ଗ୍ୟାସ-ନିର୍ଗତ,-ଚାଲିଗଲା-୨-ଜଣଙ୍କ-ଜୀବନ

ବିଷାକ୍ତ ଗ୍ୟାସ ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ଅଭିଯୋଗ । ବୋଟ୍ ମଧ୍ୟରୁ ମାଛ ବାହାର କରିବା ବେଳେ ଘଟିଛି ଏହି ଅଘଟଣ। ବାଲେଶ୍ଵର ଜିଲ୍ଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

Published By: Deepak – Prameya-News7 Bureau | March 23, 2026 05:08 PM

NEWS7

Tragedy in Balasore: gas leak

ବାଲେଶ୍ଵର: ବିଷାକ୍ତ ଗ୍ୟାସ ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ଅଭିଯୋଗ । ବୋଟ୍ ମଧ୍ୟରୁ ମାଛ ବାହାର କରିବା ବେଳେ ଘଟିଛି ଏହି ଅଘଟଣ। ବାଲେଶ୍ଵର ଜିଲ୍ଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବୋଟର ଥିବା ଚେମ୍ବରରେ ବିଷାକ୍ତ ଗ୍ୟାସ ନିର୍ଗତ ଯୋଗୁ ଶ୍ଵାସ ରୁଦ୍ଧ ହୋଇଥିବା ଅନୁମାନ କରାଯାଇଛି । ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଛନ୍ତି।

Updating…

Scroll to Top