ଦଳକୁ ଦୁର୍ବଳ ପାଇଁ ଚାଲିଥିଲା ଚେଷ୍ଟା, ସାଧାରଣ ନିର୍ବାଚନ ପରେ ହୋଇଥିଲା ଷଡ଼ଯନ୍ତ୍ର- ସୁବାଷ ସିଂହ
ଦଳକୁ ଦୁର୍ବଳ କରିବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା । ଗତ ସାଧାରଣ ନିର୍ବାଚନ ପରେ ଷଡ଼ଯନ୍ତ୍ର ଆରମ୍ଭ ହୋଇଥିଲା । ଏ ସଂପର୍କରେ ସୁପ୍ରିମୋଙ୍କ ପାଖରେ ପୁରା ଖବର ଥିଲା ।
Published By: Kirti – Prameya-News7 Bureau | March 22, 2026 11:44 AM
NEWS7
କଟକ ୨୨।୦୩ : ଦଳକୁ ଦୁର୍ବଳ କରିବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା । ଗତ ସାଧାରଣ ନିର୍ବାଚନ ପରେ ଷଡ଼ଯନ୍ତ୍ର ଆରମ୍ଭ ହୋଇଥିଲା । ଏ ସଂପର୍କରେ ସୁପ୍ରିମୋଙ୍କ ପାଖରେ ପୁରା ଖବର ଥିଲା । ବିଜେଡି ବିଧାୟକଙ୍କ କ୍ରସ ଭୋଟିଂ ନେଇ ପ୍ରେସମିଟ୍ ଜରିଆରେ ଏପରି ତଥ୍ୟ ରଖିଛନ୍ତି କଟକ ମହାନଗର ନିଗମର ମେୟର ସୁବାଷ ସିଂହ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦଳକୁ ଦୁର୍ବଳ କରିବାକୁ ଚାଲିଥିଲା ଷଡ଼ଯନ୍ତ୍ର ।




