ଶ୍ରୀମନ୍ଦିର ପ୍ରଶାସନର ବର୍ଷେ ପାଇଁ ସ୍ଥାୟୀ ଜମା ୩୯ କୋଟି ୨୨ ଲକ୍ଷ ଟଙ୍କା
ଶ୍ରୀମନ୍ଦିର ପ୍ରଶାସନର ୩୯ କୋଟି ୨୨ ଲକ୍ଷ ଟଙ୍କା ସ୍ଥାୟୀ ଜମା । ବର୍ଷେ ପାଇଁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ଦିଆଗଲା । ୭.୪୦ ସୁଧ ହାରରେ ଟଙ୍କା ଜମା କରାଯାଇଛି ।
Published By: Ruby – Prameya-News7 Bureau | March 18, 2026 01:36 PM
NEWS7
ପୁରୀ ୧୮।୩: ଶ୍ରୀମନ୍ଦିର ପ୍ରଶାସନର ୩୯ କୋଟି ୨୨ ଲକ୍ଷ ଟଙ୍କାକୁ ଏକ ବର୍ଷ ପାଇଁ ସ୍ଥାୟୀ ଜମା କରାଗଲା । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ଦିଆଗଲା ଏହି ଜମା । କର୍ପସ ଫଣ୍ଡର ୩୬ କୋଟି ଏବଂ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ୩ କୋଟି ୨୨ ଲକ୍ଷ ସମୁଦାୟ ୩୯ କୋଟି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ଏକ ବର୍ଷ ପାଇଁ ଜମା ଦିଆଗଲା ।
ଅର୍ଥ ସବ୍ କମିଟିର ଟେଣ୍ଡର ବିଡିଂରେ ୭.୪୦ ସୁଧ ହାରରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ୨୦୨୬-୨୭ ବର୍ଷ ପାଇଁ ଏହି ଟଙ୍କା ଜମା କରାଯାଇଛି ।
Also Read:- Shree Mandira: ଆସୁଛି କି ବଡ଼ ବିପଦ ? କି ସଙ୍କେତ ଦେଉଛି ନୀଳଚକ୍ର ଉପରେ ବାରମ୍ବାର ଚିଲ




