୧୩ରୁ ୧୬ ପର୍ଯ୍ୟନ୍ତ ସବୁ ସଦସ୍ୟ ଭୁବନେଶ୍ୱ ନଛାଡ଼ିବା ନିର୍ଦ୍ଦେଶ, କଂଗ୍ରେସ ଜାରି କଲା ହ୍ୱିପ୍‌

୧୩ରୁ-୧୬-ପର୍ଯ୍ୟନ୍ତ-ସବୁ-ସଦସ୍ୟ-ଭୁବନେଶ୍ୱ-ନଛାଡ଼ିବା-ନିର୍ଦ୍ଦେଶ,-କଂଗ୍ରେସ-ଜାରି-କଲା-ହ୍ୱିପ୍‌

୧୩ରୁ ୧୬ ପର୍ଯ୍ୟନ୍ତ ସବୁ ସଦସ୍ୟ ଭୁବନେଶ୍ୱ ନଛାଡ଼ିବା ନିର୍ଦ୍ଦେଶ, କଂଗ୍ରେସ ଜାରି କଲା ହ୍ୱିପ୍‌

କଂଗ୍ରେସ ଜାରି କଲା ହ୍ୱିପ୍‌ । ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ମଧ୍ୟ ଜାରି କରିଛି ହ୍ୱିପ୍‌ । ଯେଉଁଥିରେ ଆସନ୍ତା ୧୩ରୁ ୧୬ ପର୍ଯ୍ୟନ୍ତ ଭୁବନେଶ୍ୱର ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Published By: Kirti – Prameya-News7 Bureau | March 12, 2026 12:47 PM

NEWS7

congress

ଭୁବନେଶ୍ୱର ୧୨।୦୩ : କଂଗ୍ରେସ ଜାରି କଲା ହ୍ୱିପ୍‌ । ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ମଧ୍ୟ ଜାରି କରିଛି ହ୍ୱିପ୍‌ । ଯେଉଁଥିରେ ଆସନ୍ତା ୧୩ରୁ ୧୬ ପର୍ଯ୍ୟନ୍ତ ଭୁବନେଶ୍ୱର ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ରାଜ୍ୟସଭା ନିର୍ବାଚନରେ କିପରି କ୍ରସ ଭୋଟିଂ ନହେବ, ସେଥିପାଇଁ ସମସ୍ତ ସଜାଗ ରହିବାକୁ ସମସ୍ତ ସଦସ୍ୟଙ୍କୁ  ଜଣାଇଛି ଓଡିଶା ରାଜ୍ୟ କଂଗ୍ରେସ ।

​​​​​​​

ଖବର ଲେଖା ଜାରି ରହିଛି

Scroll to Top