ପଶ୍ଚିମବଙ୍ଗ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପରିବର୍ତ୍ତନ ସମାବେଶରେ ହେବେ ସାମିଲ

ପଶ୍ଚିମବଙ୍ଗ-ଯିବେ-ମୁଖ୍ୟମନ୍ତ୍ରୀ-ମୋହନ-ମାଝୀ,-ପରିବର୍ତ୍ତନ-ସମାବେଶରେ-ହେବେ-ସାମିଲ

ପଶ୍ଚିମବଙ୍ଗ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପରିବର୍ତ୍ତନ ସମାବେଶରେ ହେବେ ସାମିଲ

Published By: Kirti – Prameya-News7 Bureau | March 10, 2026 08:47 AM

NEWS7

cm

ଭୁବନେଶ୍ୱର ୧୦।୦୩ : ପଶ୍ଚିମବଙ୍ଗ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗରେ ହେବାକୁ ଥିବା ପରିବର୍ତ୍ତନ ଯାତ୍ରା ସମାବେଶ ଓ ଜନସଭାରେ ଯୋଗ ଦେବେ ।ଏପିରିକି ମେଦିନୀପୁରର ମୋୟନା ନିର୍ବାଚନ ମଣ୍ଡଳୀରେ ଆୟୋଜିତ ଜନସଭାକୁ ବି ସମ୍ଭୋଧନ କରିବେ ମୁଖ୍ୟମନ୍ତ୍ରୀ ।

Scroll to Top