ଚମତ୍କାର ! ମୃତ ଘୋଷଣା କରିଥିଲେ ଡାକ୍ତର, ମଶାଣିରେ ଫେରି ପାଇଲା ଜୀବନ

ଚମତ୍କାର-!-ମୃତ-ଘୋଷଣା-କରିଥିଲେ-ଡାକ୍ତର,-ମଶାଣିରେ-ଫେରି-ପାଇଲା-ଜୀବନ

ଚମତ୍କାର ! ମୃତ ଘୋଷଣା କରିଥିଲେ ଡାକ୍ତର, ମଶାଣିରେ ଫେରି ପାଇଲା ଜୀବନ

Published By: Kirti – Prameya-News7 Bureau | March 07, 2026 11:10 AM

NEWS7

child

ନୂଆଦିଲ୍ଲୀ ୦୭।୦୩ : ଚମତ୍କାର । ବିଶ୍ୱାସ ନହେଲେ ବି ସତ । ପୋଖରୀରେ ବୁଡ଼ିଯାଇଥିଲା ଏକ ଶିଶୁ । ପୋଖରୀରୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଗଲା । ହେଲେ ସେଠାରେ ଡାକ୍ତର ଉକ୍ତ ଶିଶୁଟିକୁ ମୃତ ଘୋଷଣା କରିଥିଲେ । ହେଲେ ୫ ଘଣ୍ଟା ପରେ ଏମିତି କିଛି ଘଟିଲା । ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ । ଆଉ କହୁଛନ୍ତି କି ଏହା ଚମତ୍କାର ଠାରୁ କମ୍‌ ନୁହେଁ ।

Scroll to Top