ବଢ଼ିଲା ରାଜ୍ୟସଭା କସରତ, ୧୬ ସେଟ୍‌ ଫର୍ମ କିଣିଲା ବିଜେପି

ବଢ଼ିଲା-ରାଜ୍ୟସଭା-କସରତ,-୧୬-ସେଟ୍‌-ଫର୍ମ-କିଣିଲା-ବିଜେପି

ବଢ଼ିଲା ରାଜ୍ୟସଭା କସରତ, ୧୬ ସେଟ୍‌ ଫର୍ମ କିଣିଲା ବିଜେପି

Published By: Kirti – Prameya-News7 Bureau | March 02, 2026 02:12 PM

NEWS7

bjp

ଭୁବନେଶ୍ୱର ୦୨।୦୩ : ରାଜ୍ୟସଭା ନିର୍ବାଚନ । ରାଜ୍ୟ ରାଜନୀତି ଏବେ ଚର୍ଚ୍ଚା ରାଜ୍ୟସଭା ଗଣିତ । କିଏ କେତେବେଳେ ପ୍ରାର୍ଥୀଙ୍କ ଚୟନ ନେଇ ବୟାନ ଦେଉଛି ତ ଆଉ କିଏ ସମର୍ଥନ ନେଇ ମତ ରଖୁଛି। ନିକଟରେ ବିଜେଡି ରାଜ୍ୟସଭା ନିର୍ବାଚନ ପାଇଁ ଦୁଇ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ କଂଗ୍ରେସ ଏବଂ ବିଜେପି କୌଣସି ନାମ ଘୋଷଣା କରିନାହାନ୍ତି । ଏହିକ୍ରମରେ ସୋମବାର ଦିନ ବିଜେପି ପକ୍ଷରୁ ନୋମିନେସନ ଫର୍ମ ନିଆଯାଇଛି । ରାଜ୍ୟସଭା ନିର୍ବାଚନ ପାଇଁ ୧୬ ସେଟ୍‌ର ନୋମିନେସନ ଫର୍ମ ନେଇଛି ଭାରତୀୟ ଜନତା ପାର୍ଟି । 

Scroll to Top