ଘାଟିରେ ଓଲଟିଲା ଯାତ୍ରାପାର୍ଟି ବସ୍, ୨୦ରୁ ଅଧିକ ଆହତ

ଘାଟିରେ-ଓଲଟିଲା-ଯାତ୍ରାପାର୍ଟି-ବସ୍,-୨୦ରୁ-ଅଧିକ-ଆହତ

ଘାଟିରେ ଓଲଟିଲା ଯାତ୍ରାପାର୍ଟି ବସ୍, ୨୦ରୁ ଅଧିକ ଆହତ

Published By: Ruby – Prameya-News7 Bureau | March 02, 2026 11:14 AM

NEWS7

Bus Accident

ଦେବଗଡ : ଯାତ୍ରାପାର୍ଟି ବସ୍ ଓଲଟି ୨୦ରୁ ଉର୍ଦ୍ଧ୍ବ ଆହତ । ରିଆମାଳ ଥାନା କଂସର ଫାଣ୍ଡି ଅଞ୍ଚଳରେ ଘଟିଛି ଦୁର୍ଘଟଣା । ସୋଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗାପଥର ଗ୍ରାମରେ ଅପେରା ପରିବେଷଣ ପରେ ଫେରୁଥିଲେ । ଗୁରୁଲିଆ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଲା ବସ୍ । ବାଲେଶ୍ଵର ଜିଲ୍ଲାରୁ ଯାତ୍ରା ପରିବେଷଣ ପାଇଁ ଆସିଥିଲେ । ଆହତ ସମସ୍ତେ କଂସର ଡାକ୍ତରଖାନାରେ ଭର୍ତ୍ତି 

Scroll to Top