କଂଗ୍ରେସର ରାଜ୍ୟସଭା କସରତ, ୩ ସେଟ୍ ଫର୍ମ ନେଲେ ବିଧାୟକ ସତ୍ୟଜିତ ଗମାଙ୍ଗ

କଂଗ୍ରେସର-ରାଜ୍ୟସଭା-କସରତ,-୩-ସେଟ୍-ଫର୍ମ-ନେଲେ-ବିଧାୟକ-ସତ୍ୟଜିତ-ଗମାଙ୍ଗ

କଂଗ୍ରେସର ରାଜ୍ୟସଭା କସରତ, ୩ ସେଟ୍ ଫର୍ମ ନେଲେ ବିଧାୟକ ସତ୍ୟଜିତ ଗମାଙ୍ଗ

Published By: Ruby – Prameya-News7 Bureau | February 27, 2026 04:27 PM

NEWS7

Cogress

ଭୁବନେଶ୍ବର ୨୭।୨: ରାଜ୍ୟସଭା ନିର୍ବାଚନ ପାଇଁ ଫର୍ମ ନେଲା କଂଗ୍ରେସ । କଂଗ୍ରେସ ବିଧାୟକ ସତ୍ୟଜିତ ଗମାଙ୍ଗ ତିନି ସେଟ୍ ଫର୍ମ ନେଇଛନ୍ତି । ଫର୍ମ ନେବା ପରେ ପ୍ରତିକ୍ରିୟା ରଖି କହିଛନ୍ତି, କଂଗ୍ରେସ ନିଶ୍ଚିତ ପ୍ରାର୍ଥୀ ଦେବ । ଏଆଇସିସି ଏବଂ ପିସିସି ସଭାପତି ଷ୍ଟ୍ରାଟେଜି କରିଛି । କଂଗ୍ରେସ ପ୍ରାର୍ଥୀ ନିଶ୍ଚିତ ଜିତିବ ।

Scroll to Top