ଭୂକମ୍ପର ଝଟ୍କାରେ ଥରିଲା କୋଲକାତା ମାଟି, ରିକ୍ଟର ସ୍କେଲରେ ତୀବ୍ରତା ୫.୪ ରେକର୍ଡ
ଭୂକମ୍ପରେ ଝଟ୍କାର ଥରିଲା ଓଡ଼ିଶାର ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ । ରିକ୍ଟର ସ୍କେଲରେ ତୀବ୍ରତା ୫.୪ ତୀବ୍ରତା ରେକର୍ଡ ।
Published By: Prativa – Prameya-News7 Bureau | February 27, 2026 01:52 PM
NEWS7
କୋଲକାତା ୨୭/୦୨: ଭୂକମ୍ପରେ ଝଟ୍କାର ଥରିଲା ଓଡ଼ିଶାର ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ । ରିକ୍ଟର ସ୍କେଲରେ ତୀବ୍ରତା ୫. ତୀବ୍ରତା ରେକର୍ଡ ହୋଇଛି । କମ୍ପନର ଭୟାବହତା ଏତେ ଥିଲା ଯେ, ଲୋକେ ଘରୁ ବାହାରି ପଳାଇଆସିଥିଲେ । କାରଣ ଏତେ ଜୋରରେ ମାଟି ଥରିବା ଦେଖି ଲୋକେ ଛାନିଆ ହୋଇପଡିଥିଲେ ।
#WATCH | West Bengal: An earthquake with a magnitude of 5.4 on the Richter Scale hit South-West from BMD Seismic Centre, Agargaon, Dhaka in Bangladesh. Tremors felt in Kolkata, West Bengal.
Visuals from Kolkata city as people rush out of their residences. pic.twitter.com/62TVn7I0Z2
— ANI (@ANI) February 27, 2026
ପ୍ରାଥମିକ ରିପୋର୍ଟ ଅନୁଯାୟୀ, କୋଲକାତାରେ ଅପରାହ୍ନ ୧.୨୦ ସମୟରେ ଅନୁଭୂତ ହୋଇଥିବା ଏହି ଭୂମିକମ୍ପ ବାଂଲାଦେଶରେ କେନ୍ଦ୍ରିତ ଏକ ଭୂମିକମ୍ପର ଫଳାଫଳ ଥିଲା।ରଏଟର୍ସ ରିପୋର୍ଟ ଅନୁଯାୟୀ, ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (EMSC) କହିଛି ଯେ ଶୁକ୍ରବାର ବାଂଲାଦେଶରେ ୫.୪ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। EMSC କହିଛି ଯେ ଭୂକମ୍ପର କେନ୍ଦ୍ରସ୍ଥଳ ୩ଆଖିରେ ବିଜୟ ଅଶ୍ରୁ, ଖୁସିରେ ସ୍ତ୍ରୀ-ପିଲାଙ୍କୁ କୁଣ୍ଢାଇଲେ: ପତ୍ନୀ ସୁନୀତା କହିଲେ ଉପରବାଲା….୫ କିଲୋମିଟର (୨୧.୭୫ ମାଇଲ) ଗଭୀରତାରେ ଥିଲା।
also read..




