ଯିଏ ଚେୟାରରେ ବସିବ ସେ ମରିବ

ଯିଏ-ଚେୟାରରେ-ବସିବ-ସେ-ମରିବ

ବିଶ୍ବାସ ନ ହେଲେ ବି ସତ । ଦୁନିଆରେ ଏମିତି କିଛି ଜିନିଷ କି ସ୍ଥାନ ଅଛି ଯାହା ଅଭିଶପ୍ତ । କୁହାଯାଏ ଯେ, ଏଭଳି ଅଭିଶପ୍ତ ସାମଗ୍ରୀ ତଥା ସ୍ଥାନ ନିକଟକୁ ଯିବା ନିଜ ମୃତ୍ୟୁକୁ ନିମନ୍ତ୍ରଣ ଦେବା ଭଳି ହୋଇଥାଏ । ଯେଉଁଠି ମୃତ୍ୟୁ ସୁନିଶ୍ଚିତ । ଇଂଲଣ୍ଡରେ ରହିଛି ଏକ ଚେୟାର ଯାହା ଦିନେ ମୃତ୍ୟୁର ତାଣ୍ଡବ ରଚିଥିଲା ।

Published By: Chinmayee Sahoo

Last updated: 13 August 2025, 10:38 AM IST

Scroll to Top