ଝିଅର ମୁଣ୍ଡ ଗଣ୍ଡି ଅଲଗା କଲା ବାପା

ଝିଅର-ମୁଣ୍ଡ-ଗଣ୍ଡି-ଅଲଗା-କଲା-ବାପା

ପ୍ରେମ କଲା ଝିଅ, ହାଣିଦେଲା ବାପା । ସମାଜରେ ବଦନାମୀକୁ ଡରି ଝିଅ ରକ୍ତରେ ହୋଲି ଖେଳିଲା ଯାହାକୁ କୋଳେଇ କାଖେଇ ମଣିଷ କରିଥିଲା, ସେଇ ଝିଅର ମୁଣ୍ଡରୁ ଗଣ୍ଡି ଅଲଗା କରି କେନାଲ୍‌ରେ ଫିଙ୍ଗିଲା । ଆଉ ବାପାର ଏଇ ନୃଶଂସ କାଣ୍ଡରେ ସାମିଲ ଥିଲା ସାବତ ମାଆ । ଉତ୍ତରପ୍ରଦେଶ ହାଥରସରୁ ସାମ୍ନାକୁ ଆସିଛି ଅନର କିଲିଂର ଏ ଛାତିଥରା ଘଟଣା…

Published By: Chinmayee Sahoo

Last updated: 16 August 2025, 10:14 AM IST

Scroll to Top