Today Panchang 16th August 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ….

today-panchang-16th-august-2025:-ଆଜିର-ପଞ୍ଚାଙ୍ଗ,-ଜାଣନ୍ତୁ-ଶୁଭ-ଅଶୁଭ-ସମୟ….

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀ ୧୬ ତାରିଖ ଶନିବାର । ଚନ୍ଦ୍ର- ମେଷ ଦିବା ୧୧.୪୩ ଗତେ ବୃଷ । ତିଥି – ୮ମୀ ରାତ୍ରି ୦୯.୩୪ ଗତେ ୯ମୀ । ଘାତଚନ୍ଦ୍ର- ମେଷ ରାଶିର, ଦିବା ୧୧.୪୩ ଗତେ ବିଛା ରାଶିର । ଘାତବାର –  ବୃଷ,ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ପ୍ରତଃ ୦୬.୦୫ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ନିଶାନ୍ତ ୦୪.୩୮ ଗତେ ୧ପାଦ-କୃଷିହାନି-ଭୂମିଦାନ ।

Deepak Acharya

  • Published: Saturday, 16 August 2025
  • Last updated: 16 August 2025, 08:01 AM IST

PanchangCredit: OTV

Panchang

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀ ୧୬ ତାରିଖ ଶନିବାର । ଚନ୍ଦ୍ର- ମେଷ ଦିବା ୧୧.୪୩ ଗତେ ବୃଷ । ତିଥି – ୮ମୀ ରାତ୍ରି ୦୯.୩୪ ଗତେ ୯ମୀ । ଘାତଚନ୍ଦ୍ର- ମେଷ ରାଶିର, ଦିବା ୧୧.୪୩ ଗତେ ବିଛା ରାଶିର । ଘାତବାର –  ବୃଷ,ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ପ୍ରତଃ ୦୬.୦୫ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ନିଶାନ୍ତ ୦୪.୩୮ ଗତେ ୧ପାଦ-କୃଷିହାନି-ଭୂମିଦାନ ।

ଶୁଭ ସମୟ-

ଦିବା – ୧୦.୧୫ ରୁ ୦୧.୦୬

Also Read

ରାତ୍ରି – ୦୮.୦୬ ରୁ ୧୦.୪୨
ରାତ୍ରି – ୧୨.୧୩ ରୁ ୦୧.୪୪
ରାତ୍ରି – ୦୨.୨୯ ରୁ ୦୪.୦୦

ଅଶୁଭ ସମୟ – 

ରାହୁକାଳ – ଦିବା ୦୮.୪୦ ରୁ ୧୦.୧୫
କାଳବେଳା – ପ୍ରାତଃ ୦୫.୩୦ ରୁ ୦୭.୦୫ ଓ ଦିବା ୦୪.୩୫ ରୁ ୦୬.୧୦
ବାରବେଳା- ଦିବା ୦୧.୨୫ ରୁ ୦୩.୦୦
କାଳରାତ୍ରି- ସନ୍ଧ୍ୟା ୦୬.୧୦ ରୁ ୦୭.୩୫ ଓ ରାତ୍ରି ୦୪.୦୬ ରୁ ୦୫.୩୧

ଓଟିଭି ହ୍ଵାଟ୍ସଅପ

Scroll to Top