ଆଇସିୟୁ ବେଡ୍‌ରେ ରକ୍ତ…ଗଳିପଡୁଛି ରୋଗୀ, SCB ବଡ଼ ଡ଼ାକ୍ତରଖାନାରୁ ଆସିଲା ବିକଳ ଚିତ୍ର

ଆଇସିୟୁ-ବେଡ୍‌ରେ-ରକ୍ତ…ଗଳିପଡୁଛି-ରୋଗୀ,-scb-ବଡ଼-ଡ଼ାକ୍ତରଖାନାରୁ-ଆସିଲା-ବିକଳ-ଚିତ୍ର

Published By: Chandan – Prameya-News7 Bureau | February 10, 2026 09:45 AM

NEWS7

ICU Negligence at SCB Medical

କଟକ: SCB ବଡ଼ ଡ଼ାକ୍ତରଖାନାରୁ ଆସିଲା ବିକଳ ଚିତ୍ର। ଏସସିବି ମେଡିକାଲ ମେଡିସିନ ବିଭାଗ ଆଇସିୟୁ ଭିତରର ଏକ ଅଭାବନୀୟ ଦୃଶ୍ୟ ଭାଇରାଲ ହୋଇଛି । ଆଇସିୟୁ ବେଡ୍ରେ ଚିକିତ୍ସିତ ହେଉଥିବା ଜଣେ ରୋଗୀ ବେଡରୁ ତଳେ ପଡ଼ି ଯାଉଥିବାର ଦୃଶ୍ୟ ଭାଇରାଲ ହେଉଛି ।

also- ୫ ଘଣ୍ଟା ପରେ ନିଖୋଜ ଶିଶୁ ଉଦ୍ଧାର, କିଏ କରିଥିଲା ଅପହରଣ, ଖୋଜୁଛି ପୋଲିସ…

ଅନ୍ୟପଟେ ଜଣେ ଖସି ବୃଦ୍ଧଙ୍କ ମୁହଁରୁ ଅକ୍ସିଜେନ୍ ମାସ୍କ ତଳେ ପଡ଼ିଥିବା ଏବଂ ହାତରୁ ରକ୍ତ ଝରି ବେଡରେ ପଡ଼ିଥିବାର ଭିଡିଓ ମଧ୍ୟ ଭାଇରାଲ୍ ହେଉଛି। ଏହି ଭିଡିଓକୁ ନେଇ ରାଜ୍ୟସଭା ସାଂସଦ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରି ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି।

Scroll to Top