ଜୟପୁର ସୁନା ଡକାୟତି ଘଟଣାରେ ରହିଛି କି ହାତ ? ରିମାଣ୍ଡରେ ଯିବ କୁଖ୍ୟାତ ଡକାୟତ ସୁବୋଧ ସିଂ

ଜୟପୁର-ସୁନା-ଡକାୟତି-ଘଟଣାରେ-ରହିଛି-କି-ହାତ-?-ରିମାଣ୍ଡରେ-ଯିବ-କୁଖ୍ୟାତ-ଡକାୟତ-ସୁବୋଧ-ସିଂ

ଜୟପୁର ସୁନା ଡକାୟତି ଘଟଣାରେ ରହିଛି କି ହାତ ? ରିମାଣ୍ଡରେ ଯିବ କୁଖ୍ୟାତ ଡକାୟତ ସୁବୋଧ ସିଂ

କୁଖ୍ୟାତ ଡକାୟତ ସୁବୋଧ ସିଂକୁ ରିମାଣ୍ଡରେ ନେବା ପାଇଁ ସମ୍ବଲପୁର ପହଞ୍ଚିଛି ରାଜସ୍ଥାନ ପୋଲିସ । ସମ୍ବଲପୁର ମଣ୍ଡଳ କାରାଗାରରେ ରାଜସ୍ଥାନ ପୋଲିସ ପହଞ୍ଚିଛି । ଜୟପୁରର ଏକ ସୁନା ଡକାୟତି ଘଟଣାରେ ହାତଥିବା ନେଇ ରିମାଣ୍ଡରେ ନେବ ପୋଲିସ ।

Published By: Ruby – Prameya-News7 Bureau | February 06, 2026 02:57 PM

NEWS7

Rajasthan Police

ସମ୍ବଲପୁର ୬।୨: ସମ୍ବଲପୁରରେ ରାଜସ୍ଥାନ ପୋଲିସ । କୁଖ୍ୟାତ ଡକାୟତ ସୁବୋଧ ସିଂକୁ ରିମାଣ୍ଡରେ ନେବା ପାଇଁ ସମ୍ବଲପୁର ପହଞ୍ଚିଛି ରାଜସ୍ଥାନ ପୋଲିସ । ରାଜସ୍ଥାନ ପୋଲିସ ସଶସ୍ତ୍ର ପୋଲିସ ବାହିନୀ ଓ ଏସ୍କର୍ଟ ସହ ସମ୍ବଲପୁର ମଣ୍ଡଳ କାରାଗାରରେ ରାଜସ୍ଥାନ ପୋଲିସ ପହଞ୍ଚିଛି । ଜୟପୁରର ଏକ ସୁନା ଡକାୟତି ଘଟଣାରେ ହାତଥିବା ନେଇ ରିମାଣ୍ଡରେ ନେବ ପୋଲିସ । ୨୦୨୫ ମସିହା ଜାନୁଆରୀ ୩ ତାରିଖ ସମ୍ବଲପୁର ବୁଢାରଜା ମଣପୁରମ୍ ଗୋଲ୍ଡ ଫାଇନାନ୍ସରୁ ୨୮ କେଜି ସୁନା ଲୁଟ୍ କରିଥିଲେ ସୁବୋଧ ଓ ସହଯୋଗୀ ।

Scroll to Top