ନାଣ୍ଡୁ ବାବୁଙ୍କ ପିଛା ଛାଡୁନି ବିବାଦ : ମାନସିକ ନିର୍ଯାତନା ଅଭିଯୋଗ, ଥାନାରେ ଖଳନାୟକଙ୍କ ମାଆ

ନାଣ୍ଡୁ-ବାବୁଙ୍କ-ପିଛା-ଛାଡୁନି-ବିବାଦ-:-ମାନସିକ-ନିର୍ଯାତନା-ଅଭିଯୋଗ,-ଥାନାରେ-ଖଳନାୟକଙ୍କ-ମାଆ

ନାଣ୍ଡୁ ବାବୁଙ୍କ ପିଛା ଛାଡୁନି ବିବାଦ : ମାନସିକ ନିର୍ଯାତନା ଅଭିଯୋଗ, ଥାନାରେ ଖଳନାୟକଙ୍କ ମାଆ

ନାଣ୍ଡୁ ବାବୁ ନାଁରେ ବାଲିପାଟଣା ଥାନାରେ ଏଫଆଇଆର । ଯାତ୍ରା କଳାକାର ସାଇ ସତ୍ୟଜିତ୍ ପଣ୍ଡାଙ୍କ ମାଆ ପଦ୍ମିନୀ ଦାଶ ଦେଲେ ଏତଲା । ନାଣ୍ଡୁ ବାବୁ ମାନସିକ ନିର୍ଯାତନା ଦେବା ସହ ଧମକ ଦେଉଥିବା ଏଫଆଇଆରରେ ଉଲ୍ଲେଖ ।

Published By: Ruby – Prameya-News7 Bureau | February 06, 2026 12:47 PM

NEWS7

Nandu Babu

ବାଲିପାଟଣା ୬।୨: ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ବାବୁ ନାଁରେ ଏଫଆଇଆର । ବାଲିପାଟଣା ଥାନାରେ ଏଫଆଇଆର । ଯାତ୍ରା କଳାକାର  ସାଇ ସତ୍ୟଜିତ୍ ପଣ୍ଡାଙ୍କ ମାଆ ପଦ୍ମିନୀ ଦାଶ ଦେଲେ ଏତଲା । ନାଣ୍ଡୁ ବାବୁ ମାନସିକ ନିର୍ଯାତନା ଦେବା ସହ ଧମକ ଦେଉଥିବା ଏଫଆଇଆରରେ ଉଲ୍ଲେଖ । ସାଇ ସତ୍ୟଜିତ୍ ତୁଳସୀ ଗଣନାଟ୍ୟରେ ଖଳନାୟକ ଭାବେ ଅଭିନୟ କରନ୍ତି ।​​​​​​​

Scroll to Top