Today Panchang 15th August 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ….

today-panchang-15th-august-2025:-ଆଜିର-ପଞ୍ଚାଙ୍ଗ,-ଜାଣନ୍ତୁ-ଶୁଭ-ଅଶୁଭ-ସମୟ….

ସୈାର କର୍କଟ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀ ୧୫ ତାରିଖ ଶୁକ୍ରବାର । ଚନ୍ଦ୍ର- ମେଷ ଅହୋରାତ୍ର । ତିଥି – ୭ମୀ ରାତ୍ରି ୧୧.୫୦ ଗତେ ୮ମୀ । ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର । ଘାତବାର – ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ – ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ରାତ୍ରି ୧୧.୫୦ ପର୍ଯ୍ୟନ୍ତ

Deepak Acharya

  • Published: Friday, 15 August 2025
  • Last updated: 15 August 2025, 08:42 AM IST

PanchangaCredit: OTV

Panchanga

ସୈାର କର୍କଟ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀ ୧୫ ତାରିଖ ଶୁକ୍ରବାର । ଚନ୍ଦ୍ର- ମେଷ ଅହୋରାତ୍ର । ତିଥି – ୭ମୀ ରାତ୍ରି ୧୧.୫୦ ଗତେ ୮ମୀ । ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର । ଘାତବାର – ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ – ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ରାତ୍ରି ୧୧.୫୦ ପର୍ଯ୍ୟନ୍ତ

ଶୁଭ ସମୟ

ପ୍ରାତଃ – ୦୫.୩୦ ରୁ ୦୬.୧୧

Also Read

ପ୍ରାତଃ – ୦୭.୧୨ ରୁ ୦୮.୪୦

ଦିବା – ୧୨.୧୬ ରୁ ୦୨.୪୮

ଦିବା – ୦୪.୩୦ ରୁ ୦୬.୧୧

ରାତ୍ରି – ୦୭.୪୨ ରୁ ୦୯.୦୧

ରାତ୍ରି – ୦୧.୪୪ ରୁ ୦୪.୦୦

ଅଶୁଭ ସମୟ 

ରାହୁକାଳ – ଦିବା ୧୦.୧୫ ରୁ ୧୧.୫୧

କାଳବେଳା – ଦିବା ୧୦.୧୫ ରୁ ୧୧.୫୧

ବାରବେଳା- ଦିବା ୦୮.୪୦ ରୁ ୧୦.୧୫

କାଳରାତ୍ରି- ରାତ୍ରି ୦୯.୦୧ ରୁ ୧୦.୨୬

ଓଟିଭି ହ୍ଵାଟ୍ସଅପ

Scroll to Top