ଯାଜପୁରରେ ରାଷ୍ଟ୍ରପତି, ମା’ ବିରଜାଙ୍କୁ ଦର୍ଶନ କଲେ ମହାମହିମ
Published By: Kirti – Prameya-News7 Bureau | February 03, 2026 11:03 AM
NEWS7
ଯାଜପୁର ୦୩।୦୨: ମା ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି । ଯାଜପୁରରେ ଅଧିଷ୍ଟାତ୍ରୀ ଦେବୀ ମା ବିରଜାଙ୍କୁ ଦର୍ଶନ କଲେ ଭାରତର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଏହି ଅବସରରେ ମା ବିରଜାଙ୍କ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି ।
Tags: prameyanews7




