U19 World Cup: ପାକିସ୍ତାନକୁ ଧୂଳି ଚଟାଇଲା ଭାରତ, ସେମିଫାଇନାଲ୍‌ରେ ଆଫଗାନିସ୍ତାନ ସହ ମୁକାବିଲା

u19-world-cup:-ପାକିସ୍ତାନକୁ-ଧୂଳି-ଚଟାଇଲା-ଭାରତ,-ସେମିଫାଇନାଲ୍‌ରେ-ଆଫଗାନିସ୍ତାନ-ସହ-ମୁକାବିଲା

୧୯ ବର୍ଷରୁ କମ ବିଶ୍ଵକପରେ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ମାତ୍ ଦେଲା ଭାରତ। ବେଦାନ୍ତ ତ୍ରିବେଦୀଙ୍କ ଅର୍ଦ୍ଧଶତକ ପରେ ଖିଲାନ ପଟେଲ୍ ଓ ଅଧିନାୟକ ଆୟୁଷ ମହାତ୍ରେଙ୍କ ଘାତକ ବୋଲିଂ ବଳରେ ଭାରତ ୫୮ ରନରେ ପାକିସ୍ତାନକୁ ହରାଇଛି।

Published By: Deepak – Prameya-News7 Bureau | February 01, 2026 08:50 PM

NEWS7

U19 World Cup

ବୁଲାୟୋ: ୧୯ ବର୍ଷରୁ କମ ବିଶ୍ଵକପରେ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ମାତ୍ ଦେଲା ଭାରତ। ବେଦାନ୍ତ ତ୍ରିବେଦୀଙ୍କ ଅର୍ଦ୍ଧଶତକ ପରେ ଖିଲାନ ପଟେଲ୍ ଓ ଅଧିନାୟକ ଆୟୁଷ ମହାତ୍ରେଙ୍କ ଘାତକ ବୋଲିଂ ବଳରେ ଭାରତ ୫୮ ରନରେ ପାକିସ୍ତାନକୁ ହରାଇଛି। ବିଜୟ ସହ ଭାରତ ନିଜ ଗ୍ରୁପରେ ୪ରୁ ୪ ମ୍ୟାଚ୍ ଜିତି ଶୀର୍ଷକୁ ଉଠିଛି। ଏଥିସହ ଭାରତ ସେମି ଫାଇନାଲରେ ଗ୍ରୁପ ୧ରୁ ଆଫଗାନିସ୍ତାନକୁ ଭେଟିବ। ଏହା ଅନ୍ୟ ସେମିରେ ମୁହାଁମୁହିଁ ହେବେ ଗ୍ରୁପ ୧ରେ ଶୀର୍ଷରେ ଥିବା ଅଷ୍ଟ୍ରେଲିଆ ଓ ଗ୍ରୁପ ବିରେ ଦ୍ଵିତୀୟରେ ଥିବା ଇଂଲଣ୍ଡ। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୫୨ ରନ କରିଥିଲା। ଜବାବରେ ପାକିସ୍ତାନ ୧୯୪ ରନରେ ଅଲଆଉଟ୍ ହୋଇଛି।

Updating…

Scroll to Top