Budget 2026 : ଓଡ଼ିଶାରେ ଡେଡିକେଟେଡ୍ ରେୟାର୍-ଅର୍ଥ୍ କରିଡର୍ ନେଇ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

budget-2026-:-ଓଡ଼ିଶାରେ-ଡେଡିକେଟେଡ୍-ରେୟାର୍-ଅର୍ଥ୍-କରିଡର୍-ନେଇ-ଶୁଭେଚ୍ଛା-ଜଣାଇଲେ-ମୁଖ୍ୟମନ୍ତ୍ରୀ

Published By: Ruby – Prameya-News7 Bureau | February 01, 2026 01:51 PM

NEWS7

Budget 2026

ଭୁବନେଶ୍ବର ୩୧।୧: ରେୟାର୍ ଅର୍ଥ୍ ହବ୍‌ ହେବ ଓଡ଼ିଶା । ଡେଡିକେଟେଡ୍ ରେୟାର୍-ଅର୍ଥ୍ କରିଡର୍ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା । ଓଡ଼ିଶାକୁ ସାମିଲ କରାଯାଇଥିବାରୁ ଶୁଭେଚ୍ଛା ଜଣାଇଲେ । ଓଡ଼ିଶା ରେୟାର୍-ଅର୍ଥ୍ ହବ୍‌ ହେବ କହିଲେ ମୁଖ୍ୟମନ୍ତ୍ରୀ । ୨୦୨୫ରେ ରେୟାର୍-ଅର୍ଥ୍ ପର୍ମାନେଣ୍ଟ୍ ମ୍ୟାଗ୍ନେଟ୍ ସ୍କିମ୍ ଲଞ୍ଚ ହୋଇଥିଲା । ମଣିରତ୍ନ-ସମୃଦ୍ଧ ରାଜ୍ୟଗୁଡ଼ିକୁ କେନ୍ଦ୍ରୀୟ ସହାୟତା ମିଳିବ । ଏହା ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବା ସହ ନିଯୁକ୍ତି ସୃଷ୍ଟି କରିବ ।

Presenting the Union Budget 2026–27, Hon’ble Union Finance Minister Smt. @nsitharaman announced measures to promote environmentally sustainable cargo movement, including the operationalisation of National Waterway-5 in #Odisha to connect the mineral-rich regions of Talcher and… pic.twitter.com/efAL1dRXq0

— CMO Odisha (@CMO_Odisha) February 1, 2026

Scroll to Top