ଶନିବାର ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ, ଏକାଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର

ଶନିବାର-ରାଜ୍ୟ-କ୍ୟାବିନେଟ୍‌ର-ଗୁରୁତ୍ୱପୂର୍ଣ୍ଣ-ବୈଠକ,-ଏକାଧିକ-ପ୍ରସ୍ତାବ-ଉପରେ-ଲାଗିପାରେ-ମୋହର

ଶନିବାର ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ, ଏକାଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର

Published By: Kirti – Prameya-News7 Bureau | January 31, 2026 08:31 AM

NEWS7

cabinet

ଭୁବନେଶ୍ୱର ୩୧।୦୧ : ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ୫ରୁ ଅଧିକ ପ୍ରସ୍ତାବ ଉପରେ ମୋହର ବାଜିପାରେ । ଶନିବାର ସକାଳ ୧୧ଟାରେ ବସିବାକୁ ଯାଉଛି ରାଜ୍ୟ କ୍ୟାବିନେଟ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ।

Scroll to Top