କର୍ତ୍ତବ୍ୟ ପଥରେ ଉଡିଲା ତ୍ରିରଙ୍ଗା, ବିଶ୍ୱ ଦେଖିଲା ଭାରତର ଶକ୍ତି ଏବଂ ପରାକ୍ରମ

କର୍ତ୍ତବ୍ୟ-ପଥରେ-ଉଡିଲା-ତ୍ରିରଙ୍ଗା,-ବିଶ୍ୱ-ଦେଖିଲା-ଭାରତର-ଶକ୍ତି-ଏବଂ-ପରାକ୍ରମ

ନୂଆଦିଲ୍ଲୀ,|୧: ଗଣତନ୍ତ୍ର ଦିବସ ଉପଲକ୍ଷେ ସାରା ଦେଶ ଆଜି ଉତ୍ସବ ପାଳନ କରୁଛି । ପୁରପଲ୍ଲୀରେ ସବୁଠି ଆଜି ଦେଶପ୍ରେମର ଝଲକ ଦେଖିବାକୁ ମିଳିଛି । ତେବେ ନୂଆଦିଲ୍ଲୀସ୍ଥିତ କର୍ତ୍ତବ୍ୟ ପଥରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପତାକା ଉତ୍ତୋଳନ କରିଛନ୍ତି । ୟୁରୋପୀୟ କାଉନସିଲର ଅଧ୍ୟକ୍ଷ ଆଣ୍ଟୋନିୟୋ କୋଷ୍ଟା ଏବଂ ୟୁରୋପୀୟନ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ଡେର୍ ଲେୟନ ଏଥିରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଛନ୍ତି । ତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।

ଏଥର କର୍ତ୍ତବ୍ୟ ପଥରେ ଭାରତ ନିଜର ବିକାଶ ଯାତ୍ରା, ସାଂସ୍କୃତିକ ବିବିଦ୍ଧତା ଏବଂ ସୈନ୍ୟ ଶକ୍ତିର ପରାକ୍ରମକୁ ପ୍ରଦର୍ଶିତ କରିଛି । ଅପରେସନ ସିନ୍ଦୂରରେ ବ୍ୟବହାର ହୋଇଥିବା ଆଡଭାନ୍ସଡ୍ ସିଷ୍ଟମ୍ ଏବଂ ଅସ୍ତ୍ରଶସ୍ତ୍ରକୁ ପ୍ରଦର୍ଶନ କରାଯାଇଛି ।

77th #RepublicDay🇮🇳 | T-90 Bhishma tank, Arjun Mk I Main Battle Tank, followed by Nag Missile System (TRACKED) MK-2 on the Kartavya Path, during the Republic Day Parade

(Source: DD) pic.twitter.com/fXXte7ZJjk

— ANI (@ANI) January 26, 2026

ସକାଳ ୧୦ଟା୩୦ରେ ସମାରୋହ

77th #RepublicDay🇮🇳 | High Mobility Reconnaissance Vehicle (HMRV), India’s first indigenously designed Armoured Light Specialist Vehicle, being showcased at the Kartavya Path in Delhi.

It is developed by Mahindra Defence Systems and commissioned in 2023. It is equipped with… pic.twitter.com/1I5k6yV64M

— ANI (@ANI) January 26, 2026

ସୋମବାର ସକାଳ୧୦ଟା୩୦ରେ କର୍ତ୍ତବ୍ୟ ପଥରେ ପରେଡ୍ ସମେତ ସମାରୋହ କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା । ଯାହା ପ୍ରାୟ ୯୦ମିନିଟ୍ ଧରି ଚାଲିଛି । ଚଳିତ ବର୍ଷ ଗଣତନ୍ତ୍ରଦିବସର ଥିମ୍ ରହିଛି ‘ନ୍ଦେ ମାତରଂର ୧୫୦ବର୍ଷ’ ।

କାର୍ଯ୍ୟକ୍ରମ ପୂର୍ବରୁ ପ୍ରଧାନମନ୍ତ୍ରୀ ସହିଦ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହାପରେ ରାଷ୍ଟ୍ରପତି କର୍ତ୍ତବ୍ୟ ପଥରେ ପହଁଚିଥିଲେ ।

77th #RepublicDay🇮🇳 | The European Union (EU) contingent at the Kartavya Path in Delhi

The European Union (EU) military representation is led by Colonel Frederik Simon Spruijt, acting on behalf of the Director General of the European Union Military Staff (EUMS), on board a… pic.twitter.com/DI6gvXNGuY

— ANI (@ANI) January 26, 2026

ଖାସ୍ ଆକର୍ଷଣରେ ସେନାର ମଡେଲ୍

ଭାରତୀୟ ସେନା ପ୍ରଥମ ଥର ଫେଜଡ୍ ବ୍ୟାଟେଲ୍ ସରଞ୍ଚନାକୁ ପ୍ରଦର୍ଶନ କରିଛି । ଏଥିରେ ଡ୍ରୋନ୍, ଟ୍ୟାଙ୍କ୍ ଏବଂ ଗୋଳାବାରୁଦକୁ ନେଇ ଯୁଦ୍ଧ ଅଭ୍ୟାସର ମଡଡେଲ ପ୍ରଦର୍ଶନକରାଯାଇଛି । ଯାହା ଅସଲି ଭଲି ଲାଗିବ ।ଏହାସହ ବାୟୁସେନାର ହେଲିକପ୍ଟର ମଧ୍ୟ ଶକ୍ତି ପ୍ରଦର୍ଶନ କରିଛନ୍ତି ।ଆକାଶରେ ବାୟୁସେନାର ବିମାନ ରଣକୌଶଳ ପ୍ରଦର୍ଶନ କରିଛି ।

77th #RepublicDay🇮🇳 | Flower petals being showered at the Kartavya Path in Delhi by four Mi-17 1V helicopters of the 129 Helicopter Unit in the Dhwaj Formation. This formation of helicopters is led by Group Captain Alok Ahlawat

(Source: DD) pic.twitter.com/KC6l2NKwKx

— ANI (@ANI) January 26, 2026

Scroll to Top