ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପରେଡ୍‌, ଅଭିବାଦନ ଗ୍ରହଣ କଲେ ରାଜ୍ୟପାଳ

ଗାନ୍ଧୀ-ମାର୍ଗରେ-ରାଜ୍ୟସ୍ତରୀୟ-ପରେଡ୍‌,-ଅଭିବାଦନ-ଗ୍ରହଣ-କଲେ-ରାଜ୍ୟପାଳ

ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପରେଡ୍‌, ଅଭିବାଦନ ଗ୍ରହଣ କଲେ ରାଜ୍ୟପାଳ

Published By: Kirti – Prameya-News7 Bureau | January 26, 2026 08:50 AM

NEWS7

bbsr

ଭୁବନେଶ୍ୱର ୨୬।୦୧ : ସାରା ଦେଶ ପାଳୁଛି ୭୭ ତମ ଗଣତନ୍ତ୍ର ଦିବସ । ଏହିଅବସରରେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ପତାକା ଉତ୍ତୋଳନ ସମାରୋହ ଅନୁଷ୍ଠିତ । ଜନପଥରେ ଗଣତନ୍ତ୍ର ଦିବସ ଅବସରରେ ପତାକା ଉତ୍ତୋଳନ କରିଲେ ରାଜ୍ୟପାଳ ହରିବାବୁ କମ୍ଭମପତି । ଏହାସହିତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମଧ୍ୟ ଉପସ୍ଥିତ ରହିଥିଲେ । ସେହିପରି ଅନେକ ବରିଷ୍ଠ ଅଧିକାରୀ ଗଣତନ୍ତ୍ର ଦିବସ ଅବସରରେ ଗାନ୍ଧୀମାର୍ଗରେ ଉପସ୍ଥିତ ରହିଥିଲେ ।

Scroll to Top