
ଭୁବନେଶ୍ବର ୨୫।୧: ରାଜ୍ୟସଭାର ସିଧା ଗଣିତ । ବିଜେପି ପାଖରେ ଦୁଇଟି ସିଟ୍ ନିଶ୍ଚିତ ରହିଛି । ବିଜେଡି ପାଖରେ ଗୋଟିଏ ସିଟ୍ର ସଂଖ୍ୟା ରହିଛି । ତେବେ ସେ ସଂଖ୍ୟା ଶେଷ ଦିନ ପର୍ଯ୍ୟନ୍ତ ଥିବ କି ନ ଥିବ, ତାକୁ ନେଇ ସନ୍ଦେହ ରହିଛି ବୋଲି ଏକ…
ରାଜ୍ୟସଭାର ସିଧା ଗଣିତ : କଂଗ୍ରେସ ପ୍ରାର୍ଥୀ ଦେବ ଓ BJD ସ୍ଥିତି ଅଙ୍କ ବିଗାଡ଼ିବ, ଚତୁର୍ଥ ଆସନ ଆମର ହେବ




