ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପ୍ ୨୦୨୬ରୁ ଆନୁଷ୍ଠାନିକ ଭାବେ ବିଦା ହୋଇଛି ବାଂଲାଦେଶ । ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ବାଂଲାଦେଶ ସ୍ଥାନରେ ସ୍କଟଲାଣ୍ଡ ଟୁର୍ଣ୍ଣାମେଣ୍ଟରେ ସ୍ଥାନ ପାଇଥିବା ଶନିବାର ସୂଚନା ଦେଇଛି। ଏ ସଂଦର୍ଭରେ ଚିଠି ଲେଖି ଆଇସିସି ବାଂଲାଦେଶକୁ ନିଜର ନିଷ୍ପତ୍ତି ବିଷୟରେ ଜଣାଇ ଦେଇଛି।
Updating…




